Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହଷ୍ଟନରେ ହାଉଡି ମୋଦି : 9/11 ଏବଂ 26/11 ଯୋଜନାକାରୀଙ୍କୁ ମୋଦିଙ୍କ ଦୋଷାରୋପ
ଆଜିର ଖବର

ହଷ୍ଟନରେ ହାଉଡି ମୋଦି : 9/11 ଏବଂ 26/11 ଯୋଜନାକାରୀଙ୍କୁ ମୋଦିଙ୍କ ଦୋଷାରୋପ

September 23, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆତଙ୍କବାଦୀଙ୍କ ବିରୋଧରେ ଲଢ଼ାଇ କରିବାର ସମୟ ଆସିଛି । ଆମେରିକାର ଟେକ୍ସାସର ହଷ୍ଟନସ୍ଥିତ ଏନଆରଜି ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମତ ଦେଇଛନ୍ତି । ହାଓଡି ମୋଦି କାର୍ଯ୍ୟକ୍ରମରେ 50 ହଜାର ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ବୋଧନ କରିଛନ୍ତି । ପ୍ରଧାନମନ୍ତ୍ରୀ ଆମେରିକାରେ ଘଟିଥିବା 9/11 ଓ ଭାରତରେ ଘଟିଥିବା 26/11 ଆତଙ୍କବାଦୀ ଘଟଣାକୁ ମନେ ପକାଇଛନ୍ତି । ଏହି ସମସ୍ତ ଆକ୍ରମଣର ଯୋଜନା ଏକ ନିର୍ଦ୍ଦିଷ୍ଟ ଦେଶରୁ ପ୍ରସ୍ତୁତ ହୋଇଥିଲା । ପାକିସ୍ତାନର ନାମ ନନେଇ ମୋଦି ପରୋକ୍ଷରେ ପାକିସ୍ତାନକୁ ସମାଲୋଚନା କରିଥିଲେ । ଯେଉଁମାନେ ଆତଙ୍କବାଦୀକୁ ପ୍ରୋତ୍ସାହନ ଦେଉଛନ୍ତି, ସେମାନଙ୍କର ବିରୋଧରେ ଲଢ଼ିବାର ସମୟ ଆସିଯାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦ ନିଜର ଭାଷଣରେ କହିଥିଲେ । ଜମ୍ମୁ କଶ୍ମୀରରୁ ଧାରା 370 ଉଚ୍ଛେଦ କରିବା ପରେ ଉଭୟ ଜମ୍ମୁ କଶ୍ମୀର ଓ ଲଦାଖ ଅଞ୍ଚଳର ସାମଗ୍ରୀକ ବିକାଶ ହୋଇପାରିବ । ଏବେ ସେଠାକାର ଲୋକମାନେ ସମାନ ଅଧିକାର ପାଇପାରିବେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଲାଡ୍ଡା -ଜେମାଦେଇପେଣ୍ଠ ଷ୍ଟେସନ ମଧ୍ୟରେ ନବନିର୍ମିତ ତୃତୀୟ ଲାଇନର ଯାଞ୍ଚ କଲେ ରେଳ ସୁରକ୍ଷା କମିଶନର

January 25, 2026

୧୬ତମ ଜାତୀୟ ଭୋଟଦାତା ଦିବସ ପାଳନ ସମାରୋହରେ ଯୋଗଦେଲେ ରାଷ୍ଟ୍ରପତି

January 25, 2026

982 କର୍ମଚାରୀଙ୍କୁ ସାହସିକତା ଏବଂ ସେବା ପଦକ ପ୍ରଦାନ: ଜାଣନ୍ତୁ ଓଡିଶାର କେତେଜଣ ପାଇବେ ସମ୍ମାନ?

January 25, 2026

ସତ୍ୟଧର୍ମ ଓ ସଂସ୍କୃତିର ପୁନରୁଦ୍ଧାର ପାଇଁ ମା’ ଅସୁରକୁମାରୀ ପୀଠରେ ବିଶ୍ୱଶାନ୍ତି ଗୀତ ମହାଯଜ୍ଞ ଆରମ୍ଭ

January 25, 2026
Latest News

ସ୍କୁଲ ପିଲାଙ୍କ ଗହଣରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

January 25, 2026

ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନିତ ଚାରି ଓଡିଆଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

January 25, 2026

କର୍ତ୍ତବ୍ୟ ପଥରୁ କୌଶଳପଥ: ଯୁବଶକ୍ତି ଚାଳିତ ବିକଶିତ ଭାରତ ପାଇଁ ଦକ୍ଷତା ବିକାଶର ନୂଆ ଦିଗ

January 25, 2026

ପଦ୍ମ ପୁରସ୍କାର ପାଇବାକୁ ଘୋଷଣା ହୋଇଥିବା 4 ଓଡିଆ କିଏ, ସେମାନେ କଣ କରନ୍ତି

January 25, 2026

ଲାଡ୍ଡା -ଜେମାଦେଇପେଣ୍ଠ ଷ୍ଟେସନ ମଧ୍ୟରେ ନବନିର୍ମିତ ତୃତୀୟ ଲାଇନର ଯାଞ୍ଚ କଲେ ରେଳ ସୁରକ୍ଷା କମିଶନର

January 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.