Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭଦ୍ରକରେ ପ୍ଲାଷ୍ଟିକ୍‌ ଅଟା ଗୁଜବ!
ଆଜିର ଖବର

ଭଦ୍ରକରେ ପ୍ଲାଷ୍ଟିକ୍‌ ଅଟା ଗୁଜବ!

September 27, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ରାଜ୍ୟରେ ପ୍ଲାଷ୍ଟିକ୍‌ ଅଣ୍ଡା, ପ୍ଲାଷ୍ଟିକ୍‌ ଚାଉଳ, ନକଲି କ୍ଷୀର ଓ ତେଲ ପରେ ବର୍ତ୍ତମାନ ପ୍ଲାଷ୍ଟିକ୍‌ ଅଟା ଘଟଣା ସାମ୍ନାକୁ ଆସିଛି । ଭଦ୍ରକରେ ଏହି ପ୍ଲାଷ୍ଟିକ୍‌ ଅଟା ଘଟଣା ଦେଖିବାକୁ ମିଳିଛି । ଭଦ୍ରକରେ ରାଣୀତାଲ ସରସତିଆ ଗାଁରେ ପ୍ଲାଷ୍ଟିକ ଅଟା ବିକ୍ରି ହେଉଥିବା ଘଟଣା ଦେଖାଦେଇଛି । ଜଣେ ବ୍ୟକ୍ତି ଘରେ ଅଟା ଦଳିବା ପରେ ଏହା ଚୁଇଁଗମ ପରି ହୋଇଯାଉଛି ଏବଂ ଏହା ଛିଣ୍ଡୁନଥିବା ଅଭିଯୋଗ ହୋଇଛି । ଜଣେ ବ୍ୟକ୍ତିଙ୍କ ଘରେ ପ୍ଲାଷ୍ଟିକ ଅଟା ମିଳିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ସତ୍ୟଧର୍ମ ଓ ସଂସ୍କୃତିର ପୁନରୁଦ୍ଧାର ପାଇଁ ମା’ ଅସୁରକୁମାରୀ ପୀଠରେ ବିଶ୍ୱଶାନ୍ତି ଗୀତ ମହାଯଜ୍ଞ ଆରମ୍ଭ

January 25, 2026

ବାଣପୁର: ମଝିରୁ ଭୁଶୁଡିଲା ପୋଲ, ଅଳ୍ପକେ ବର୍ତ୍ତିଲେ ହାଇୱା ଗାଡ଼ି ଚାଳକ ଓ ହେଲପର

January 25, 2026

ଆଜି ଗୌହାଟିରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି-୨୦: ଜାଣନ୍ତୁ ମ୍ୟାଚ୍ ପୂର୍ବାନୁମାନ

January 25, 2026

ଆଜି ବଢିଲା ନା କମିଲା?: ଜାଣନ୍ତୁ ଜାନୁଆରୀ 25 ତାରିଖର ସୁନାର ମୂଲ୍ୟ

January 25, 2026
Latest News

ସତ୍ୟଧର୍ମ ଓ ସଂସ୍କୃତିର ପୁନରୁଦ୍ଧାର ପାଇଁ ମା’ ଅସୁରକୁମାରୀ ପୀଠରେ ବିଶ୍ୱଶାନ୍ତି ଗୀତ ମହାଯଜ୍ଞ ଆରମ୍ଭ

January 25, 2026

ବାଣପୁର: ମଝିରୁ ଭୁଶୁଡିଲା ପୋଲ, ଅଳ୍ପକେ ବର୍ତ୍ତିଲେ ହାଇୱା ଗାଡ଼ି ଚାଳକ ଓ ହେଲପର

January 25, 2026

ଆଜି ଗୌହାଟିରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି-୨୦: ଜାଣନ୍ତୁ ମ୍ୟାଚ୍ ପୂର୍ବାନୁମାନ

January 25, 2026

ଆଜି ବଢିଲା ନା କମିଲା?: ଜାଣନ୍ତୁ ଜାନୁଆରୀ 25 ତାରିଖର ସୁନାର ମୂଲ୍ୟ

January 25, 2026

JioBlackRock Fund: ଜିଓ-ବ୍ଲାକରକ୍ ପକ୍ଷରୁ ‘ଜିଓ-ବ୍ଲାକରକ୍ ସେକ୍ଟର ରୋଟେସନ୍ ଫଣ୍ଡ’ ଶୁଭାରମ୍ଭ

January 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.