Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାଳିଆର ଅବସ୍ଥା ସଂକଟାପନ୍ନ : ଦିଲ୍ଲୀ ଏମ୍‌ସକୁ ଚିଠି ଲେଖିଲେ ଏସ୍‌ସିବି କର୍ତ୍ତୃପକ୍ଷ
ଆଜିର ଖବର

କାଳିଆର ଅବସ୍ଥା ସଂକଟାପନ୍ନ : ଦିଲ୍ଲୀ ଏମ୍‌ସକୁ ଚିଠି ଲେଖିଲେ ଏସ୍‌ସିବି କର୍ତ୍ତୃପକ୍ଷ

September 28, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ବହୁ ଚର୍ଚ୍ଚିତ ଯୋଡ଼ାମୁଣ୍ଡରୁ ଅଲଗା ହୋଇଥିବା ଶିଶୁ ଜଗା-କାଳିଆଙ୍କ ମଧ୍ୟରୁ କାଳିଆର ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ରହିଛି । ବର୍ତ୍ତମାନ ଏସସିବି ମେଡ଼ିକାଲରେ କାଳିଆର ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ୁଥିବାରୁ ଦିଲ୍ଲୀ ଏମ୍ସର ସହାୟତା ଲୋଡ଼ାଯାଇଛି । ଏମ୍ସରୁ ୨ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ପଠାଇବାକୁ ଏସସିବି କର୍ତ୍ତୃପକ୍ଷ ଚିଠି ଲେଖିଛନ୍ତି । ଜଗା ଓ କାଳିଆଙ୍କୁ ନୂଆଦିଲ୍ଲୀର ଏମ୍‌ସ୍‌ରୁ ଆଣି କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସା କରାଯାଉଛି । କାଳିଆର ଛାତିରେ ସଂକ୍ରମଣ ଥିବାରୁ ୨ଦିନ ହେବ ତାକୁ ଭେଣ୍ଟିଲେଟରରେ ରଖାଯାଇଛି । ୧୪ଜଣିଆ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ କାଳିଆର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି ।କାଳିଆର ସ୍ୱାସ୍ଥ୍ୟାବସ୍ଥା ଖରାପ ଦିଗରେ ଗତି କରୁଛି । ତେଣୁ  ଦିଲ୍ଲୀ ଏମ୍ସର ସହାୟତା ଲୋଡ଼ିଛି ଏସସିବି ମେଡିକାଲ  । ଏମ୍ସରୁ ୨ଜଣ ବିଶେଷଜ୍ଞ ଡାକ୍ତରୀ ଦୀପକ ଗୁପ୍ତା ଓ ଡାକ୍ତର ରାକେଶ ଲୋଧାଙ୍କୁ ଓଡ଼ିଶା ପଠାଇବାକୁ ଏସସିବି କର୍ତ୍ତୃପକ୍ଷ ଦିଲ୍ଲୀ ଏମ୍ସକୁ ଚିଠି ଲେଖିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

“ମା’ମାନେ ସଶକ୍ତ ହେଲେ ହିଁ ଓଡ଼ିଶା ସଶକ୍ତ ହେବ”: ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

March 8, 2026

ଜେଡିୟୁରେ ଯୋଗ ଦେଲେ ନିଶାନ୍ତ କୁମାର: ଜାଣନ୍ତୁ ବାପା ନୀତିଶ କୁମାରଙ୍କ ବିଷୟରେ କ’ଣ କହିଲେ?

March 8, 2026

ନବମ ଦିନରେ ବକ୍ସ ଅଫିସରେ ଧମାକା କଲା ‘ଦ କେରଳା ଷ୍ଟୋରୀ-୨’

March 8, 2026

ଶଙ୍କରାଚାର୍ଯ୍ୟଙ୍କ ବିରୋଧରେ ମାମଲା ଦାୟର କରିଥିବା ଆଶୁତୋଷ ବ୍ରହ୍ମଚାରୀଙ୍କ ଉପରେ ମରାଣାନ୍ତକ ଆକ୍ରମଣ

March 8, 2026
Latest News

“ମା’ମାନେ ସଶକ୍ତ ହେଲେ ହିଁ ଓଡ଼ିଶା ସଶକ୍ତ ହେବ”: ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

March 8, 2026

ସୁଭଦ୍ରା ହିତାଧିକାରୀ ପାଇଲେ ଚତୁର୍ଥ କିସ୍ତି: ୫ ହଜାର କୋଟିରୁ ଉର୍ଦ୍ଧ୍ଵ ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

March 8, 2026

ଜେଡିୟୁରେ ଯୋଗ ଦେଲେ ନିଶାନ୍ତ କୁମାର: ଜାଣନ୍ତୁ ବାପା ନୀତିଶ କୁମାରଙ୍କ ବିଷୟରେ କ’ଣ କହିଲେ?

March 8, 2026

ନବମ ଦିନରେ ବକ୍ସ ଅଫିସରେ ଧମାକା କଲା ‘ଦ କେରଳା ଷ୍ଟୋରୀ-୨’

March 8, 2026

ଆନ୍ତର୍ଜାତୀୟ ମହିଳା ଦିବସ: ଏବେ ବି ଓଡିଶାରେ ମହିଳାମାନେ ସେହି ସ୍ଥାନକୁ ଛୁଇଁବାରେ ବାକି ଅଛି

March 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.