Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦେବପ୍ରୟାଗଠାରେ ସଡକ ଦୁର୍ଘଟଣା, ୬ ମୃତ, ୪ ଆହତ
ଆଜିର ଖବର

ଦେବପ୍ରୟାଗଠାରେ ସଡକ ଦୁର୍ଘଟଣା, ୬ ମୃତ, ୪ ଆହତ

September 28, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଉତ୍ତରାଖଣ୍ଡର ଦେବପ୍ରୟାଗଠାରେ ଶନିବାର ଦିନ ଏନଏଚ୍‌-୫୮ରେ ତିନିଧାରା ନିକଟରେ ଏକ ଗାଡ଼ି ଦୁର୍ଘଟଣାଗସ୍ତ ହୋଇଛି । ପାହାଡ଼ର ଭଗ୍ନାବଶେଷ ଏହି ଗାଡ଼ି ଉପରେ ପଡ଼ିବାରୁ ଗାଡ଼ିଟିର ଦୁର୍ଘଟଣା ଘଟିଥିଲା । ଏଥିରେ ୬ଜଣ ମୃତ୍ୟୁ ହୋଇଥିବାବେଳେ ୪ଜଣ ଗଭୀର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଏହି ଗାଡ଼ିଟିରେ ୧୦ଜଣ ଶ୍ରଦ୍ଧାଳୁ ରହିଥିଲେ । ଏହି ଦୁର୍ଘଟଣା ଭୂସ୍ଖଳନ ଯୋଗୁଁ ହୋଇଛି ବୋଲି ଜଣାପଡିଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି ।  ବିହାର, ଉତ୍ତରପ୍ରଦେଶ ସହିତ ଉତ୍ତରାଖଣ୍ଡରେ ମୂଷଳଧାରରେ ବର୍ଷା ହେବା ଯୋଗୁଁ ଏହିପରି ଘଟଣାମାନ ଦେଖାଯାଉଛି ।

Share. Facebook Twitter LinkedIn Email WhatsApp Copy Link

Related Posts

“ମା’ମାନେ ସଶକ୍ତ ହେଲେ ହିଁ ଓଡ଼ିଶା ସଶକ୍ତ ହେବ”: ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

March 8, 2026

ଜେଡିୟୁରେ ଯୋଗ ଦେଲେ ନିଶାନ୍ତ କୁମାର: ଜାଣନ୍ତୁ ବାପା ନୀତିଶ କୁମାରଙ୍କ ବିଷୟରେ କ’ଣ କହିଲେ?

March 8, 2026

ନବମ ଦିନରେ ବକ୍ସ ଅଫିସରେ ଧମାକା କଲା ‘ଦ କେରଳା ଷ୍ଟୋରୀ-୨’

March 8, 2026

ଶଙ୍କରାଚାର୍ଯ୍ୟଙ୍କ ବିରୋଧରେ ମାମଲା ଦାୟର କରିଥିବା ଆଶୁତୋଷ ବ୍ରହ୍ମଚାରୀଙ୍କ ଉପରେ ମରାଣାନ୍ତକ ଆକ୍ରମଣ

March 8, 2026
Latest News

“ମା’ମାନେ ସଶକ୍ତ ହେଲେ ହିଁ ଓଡ଼ିଶା ସଶକ୍ତ ହେବ”: ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

March 8, 2026

ସୁଭଦ୍ରା ହିତାଧିକାରୀ ପାଇଲେ ଚତୁର୍ଥ କିସ୍ତି: ୫ ହଜାର କୋଟିରୁ ଉର୍ଦ୍ଧ୍ଵ ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

March 8, 2026

ଜେଡିୟୁରେ ଯୋଗ ଦେଲେ ନିଶାନ୍ତ କୁମାର: ଜାଣନ୍ତୁ ବାପା ନୀତିଶ କୁମାରଙ୍କ ବିଷୟରେ କ’ଣ କହିଲେ?

March 8, 2026

ନବମ ଦିନରେ ବକ୍ସ ଅଫିସରେ ଧମାକା କଲା ‘ଦ କେରଳା ଷ୍ଟୋରୀ-୨’

March 8, 2026

ଆନ୍ତର୍ଜାତୀୟ ମହିଳା ଦିବସ: ଏବେ ବି ଓଡିଶାରେ ମହିଳାମାନେ ସେହି ସ୍ଥାନକୁ ଛୁଇଁବାରେ ବାକି ଅଛି

March 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.