Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିବା ପାଇଁ କୋଣାର୍କରେ ଅଭିନବ ଯୋଜନା, ନିର୍ମାଣ ହେବ ଅସ୍ଥାୟୀ ଟେଣ୍ଟ ଘର
ଆଜିର ଖବର

ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିବା ପାଇଁ କୋଣାର୍କରେ ଅଭିନବ ଯୋଜନା, ନିର୍ମାଣ ହେବ ଅସ୍ଥାୟୀ ଟେଣ୍ଟ ଘର

September 29, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
New scheme for Konart Temple

ସମୀକ୍ଷା ବ୍ୟୁରୋ

ରାଜ୍ୟକୁ ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିବା ପାଇଁ ରାଜ୍ୟ ସରକାର ଏକ ଅଭିନବ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ତାହା ହେଲା କୋଣାର୍କରେ ପ୍ରାୟ 40 ଏକ ପରିମିତ ସ୍ଥାନରେ ନିର୍ମାଣ ହେବ ଆସ୍ଥାୟୀ ଟେଣ୍ଟ ହାଉସ। ଏହି ଆକର୍ଷଣୀୟ ଟେଣ୍ଟ ହାଉସରେ ରହିବାର ମଜ୍ଜା ସହିତ ଓଡିଶାର କଳା ସଂସ୍କୃତି ଉପରେ ପର୍ଯ୍ୟଟକଙ୍କୁ ଅବଗତ କରାଇବାକୁ ପ୍ରୟାସ କରାଯିବ। ଜାନୁୟାରୀ ମାସରୁ ଆରମ୍ଭ ହେବାକୁ ଥିବା ଏହି ଯୋଜନା ପ୍ରାୟ ତିନିମାସ ଧରି ଚାଲିବ। ଏହି ଟେଣ୍ଟ ହାଉସରେ ରହିବା ପାଇଁ ପର୍ଯ୍ୟଟକ ଭଡା ପ୍ରଦାନ କରିବେ। ସେଥିପାଇଁ ଏହି ଘରଗୁଡିକ ସଂପୂର୍ଣ୍ଣ ଆତ୍ୟାଧୁନିକ ରୂପରେ ନିର୍ମାଣ କରାଯିବ। ଲାଗିବ ଯେପରି ଟେଣ୍ଟ ହାଉସ ନୁହେଁ ସତ ଘରେ ଅବସ୍ଥାନ କରୁଛନ୍ତି। ମୁଖ୍ୟତଃ କୋଣାର୍କରେ ଦିନବେଳା ପର୍ଯ୍ୟଟକ ଆସିଥାନ୍ତି। ହେଲେ ରାତିରେ ସେଠାରେ ଦେଖିବାର କୌଣସି ବ୍ୟବସ୍ଥା ନ ଥିବାରୁ ପର୍ଯ୍ୟଟକମାନେ ରହିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ। ସେଥିପାଇଁ ସରକାର ଏହି ପଦକ୍ଷେପ ନେବାକୁ ଯାଉଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଏହା କ’ଣ ହେଉଛି…?, ରାହୁଲ ଗାନ୍ଧୀଙ୍କ ଭୋଟ ଚୋରି ଅଭିଯୋଗ ଉପରେ ଶରଦ ପାୱାରଙ୍କ ବଡ଼ ବୟାନ

September 23, 2025

ଭାରତୀୟଙ୍କ ଅବିଶ୍ୱସନୀୟ ପ୍ରତିଭା: ଦୁଇଟି ପ୍ରମୁଖ ଆମେରିକୀୟ କମ୍ପାନୀର ସିଇଓ ହେଲେ ‘ଶ୍ରୀନି’ ଏବଂ ରାହୁଲ

September 23, 2025

”ଉତ୍ତେଜିତ କଲେ କଡା ଜବାବ ମିଳିବ”: ପାକିସ୍ତାନକୁ ଟାର୍ଗେଟ କଲେ ଇରଫାନ ପଠାନ

September 23, 2025

ନବରାତ୍ରୀର ଦ୍ୱିତୀୟ ଦିନରେ ମା’ ବ୍ରହ୍ମଚାରିଣୀଙ୍କୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

September 23, 2025
Latest News

ଏହା କ’ଣ ହେଉଛି…?, ରାହୁଲ ଗାନ୍ଧୀଙ୍କ ଭୋଟ ଚୋରି ଅଭିଯୋଗ ଉପରେ ଶରଦ ପାୱାରଙ୍କ ବଡ଼ ବୟାନ

September 23, 2025

ଭାରତୀୟଙ୍କ ଅବିଶ୍ୱସନୀୟ ପ୍ରତିଭା: ଦୁଇଟି ପ୍ରମୁଖ ଆମେରିକୀୟ କମ୍ପାନୀର ସିଇଓ ହେଲେ ‘ଶ୍ରୀନି’ ଏବଂ ରାହୁଲ

September 23, 2025

”ଉତ୍ତେଜିତ କଲେ କଡା ଜବାବ ମିଳିବ”: ପାକିସ୍ତାନକୁ ଟାର୍ଗେଟ କଲେ ଇରଫାନ ପଠାନ

September 23, 2025

ଭାରତକୁ ମିଳିପାରିବ କି ସ୍ଥାୟୀ ସଦସ୍ୟତା?: ପ୍ରଶଂସା କଲେ ଜାତିସଂଘ ମୁଖପାତ୍ର

September 23, 2025

ନବରାତ୍ରୀର ଦ୍ୱିତୀୟ ଦିନରେ ମା’ ବ୍ରହ୍ମଚାରିଣୀଙ୍କୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

September 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.