Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୁମିତ୍‌ ନାଗଲଙ୍କୁ କ୍ୟାରିୟର୍‌ର ପ୍ରଥମ ଏଟିପି ଟାଇଟଲ୍‌
ଆଜିର ଖବର

ସୁମିତ୍‌ ନାଗଲଙ୍କୁ କ୍ୟାରିୟର୍‌ର ପ୍ରଥମ ଏଟିପି ଟାଇଟଲ୍‌

September 30, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭାରତୀୟ ଟେନିସ୍‌ ଖେଳାଳି ସୁମିତ୍‌ ନାଗଲ ନିଜ କ୍ୟାରିୟର୍‌ର ପ୍ରଥମ ଏଟିପି ଟାଇଟଲ୍‌ ହାସଲ କରିଛନ୍ତି । ବ୍ୟୁନୋସ୍ ଏଇରେସ୍‌ରେ ଅନୁଷ୍ଠିତ ଏଟିପି ମାଷ୍ଟର୍ସରେ ନିଜର ପ୍ରଥମ ଟାଇଟଲ୍‌ ହାସଲ କରିଛନ୍ତି ନାଗଲ୍‌ । ଫାଇନାଲ୍‌ରେ ଆର୍ଜେଣ୍ଟିନାର ଫାଉସୁଣ୍ଡୋ ବାଗ୍ନିସ୍‌ଙ୍କୁ ସିଧାସଳଖ 6-4, 6-2 ସେଟ୍‌ରେ ପରାସ୍ତ କରିଛନ୍ତି ନାଗଲ୍‌ । 54160 ଡଲାର ପୁରସ୍କାର ରାଶି ବିଶିଷ୍ଟ ଏଟିପି ଚ୍ୟାଲେଞ୍ଜର ଫାଇନାଲ୍‌ରେ ମାତ୍ର 1 ଘଣ୍ଟା 40 ମିନିଟ୍‌ ସମୟ ନେଇ ଏହି ଟୁର୍ଣ୍ଣାମେଣ୍ଟରେ ବିଜୟୀ ହୋଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ବିଜୟୀ ହେବା ସହିତ ନାଗଲ୍‌ ନିଜର ଫ୍ରେଞ୍ଚ ଓପନ ବିଫଳତାକୁ ଭୁଲି ଏହି ଟୁର୍ଣ୍ଣାମେଣ୍ଟରେ ବିଜୟୀ ହୋଇଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଅନଲାଇନ୍ ବେଟିଂ ଆପ୍ ମାମଲା: କ୍ରିକେଟର ଯୁବରାଜ ସିଂହଙ୍କୁ ଜେରା କରୁଛି ଇଡି

September 23, 2025

ଏସିଆ କପ୍-୨୦୨୫: ଭାରତ ଏବଂ ବାଂଲାଦେଶ ମଧ୍ୟରେ ହେବ ଫାଇନାଲ ମ୍ୟାଚ, ଜାଣନ୍ତୁ କିପରି

September 23, 2025

ଏହା କ’ଣ ହେଉଛି…?, ରାହୁଲ ଗାନ୍ଧୀଙ୍କ ଭୋଟ ଚୋରି ଅଭିଯୋଗ ଉପରେ ଶରଦ ପାୱାରଙ୍କ ବଡ଼ ବୟାନ

September 23, 2025

ଭାରତୀୟଙ୍କ ଅବିଶ୍ୱସନୀୟ ପ୍ରତିଭା: ଦୁଇଟି ପ୍ରମୁଖ ଆମେରିକୀୟ କମ୍ପାନୀର ସିଇଓ ହେଲେ ‘ଶ୍ରୀନି’ ଏବଂ ରାହୁଲ

September 23, 2025
Latest News

ଅନଲାଇନ୍ ବେଟିଂ ଆପ୍ ମାମଲା: କ୍ରିକେଟର ଯୁବରାଜ ସିଂହଙ୍କୁ ଜେରା କରୁଛି ଇଡି

September 23, 2025

ଏସିଆ କପ୍-୨୦୨୫: ଭାରତ ଏବଂ ବାଂଲାଦେଶ ମଧ୍ୟରେ ହେବ ଫାଇନାଲ ମ୍ୟାଚ, ଜାଣନ୍ତୁ କିପରି

September 23, 2025

ଏହା କ’ଣ ହେଉଛି…?, ରାହୁଲ ଗାନ୍ଧୀଙ୍କ ଭୋଟ ଚୋରି ଅଭିଯୋଗ ଉପରେ ଶରଦ ପାୱାରଙ୍କ ବଡ଼ ବୟାନ

September 23, 2025

ଭାରତୀୟଙ୍କ ଅବିଶ୍ୱସନୀୟ ପ୍ରତିଭା: ଦୁଇଟି ପ୍ରମୁଖ ଆମେରିକୀୟ କମ୍ପାନୀର ସିଇଓ ହେଲେ ‘ଶ୍ରୀନି’ ଏବଂ ରାହୁଲ

September 23, 2025

”ଉତ୍ତେଜିତ କଲେ କଡା ଜବାବ ମିଳିବ”: ପାକିସ୍ତାନକୁ ଟାର୍ଗେଟ କଲେ ଇରଫାନ ପଠାନ

September 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.