ରାଜ୍ୟପାଳ ଗଣେଶୀ ଲାଲ୍ ଦୁଇ ବିଶ୍ବବିଦ୍ୟାଳୟର କୁଳପତି ନିଯୁକ୍ତି କରିଛନ୍ତି । ପ୍ରଫେସର ଗୋବିନ୍ଦ ଜେ. ଚକ୍ରପାଣିଙ୍କୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ଓ ହରିହରି ହୋତାଙ୍କୁ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର କୁଳପତି ରୂପେ ନିଯୁକ୍ତି ମିଳିଛି ।
ଭାରତୀୟଙ୍କ ଅବିଶ୍ୱସନୀୟ ପ୍ରତିଭା: ଦୁଇଟି ପ୍ରମୁଖ ଆମେରିକୀୟ କମ୍ପାନୀର ସିଇଓ ହେଲେ ‘ଶ୍ରୀନି’ ଏବଂ ରାହୁଲSeptember 23, 2025