Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୭୪ ବର୍ଷରେ ପାଦ ଦେଲେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ
ଆଜିର ଖବର

୭୪ ବର୍ଷରେ ପାଦ ଦେଲେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ

October 1, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ୭୪ ବର୍ଷରେ ପାଦ ଦେଇଛନ୍ତି।  ଅକ୍ଟୋବର ୧, ୧୯୪୫ରେ ଉତ୍ତର ପ୍ରଦେଶର କାନପୁର ଦେହାତ ଜିଲ୍ଲାର ଏକ କୃଷକ ପାରିବାରରେ ଜନ୍ମଗ୍ରହଣ କରିଥିଲେ ରାମନାଥ କୋବିନ୍ଦ । କାନପୁର ନଗର ବିଏନଏସଡିରେ ଇଣ୍ଟରମିଡ଼ିଏଟ, ଡିଏବି କଲେଜରୁ ବାଣିଜ୍ୟରେ ସ୍ନାତକ ଏବଂ ଡିଏବି ଆଇନ ମହାବିଦ୍ୟାଳୟରୁ ଆଇନରେ ସ୍ନାତକ କରିଥିଲେ ରାଷ୍ଟ୍ରପତି କୋବିନ୍ଦ । ଦେଶର ୧୪ ତମ ରାଷ୍ଟ୍ରପତି ଭାବରେ ୨୦୧୭ରେ ଦାୟିତ୍ବ ଗ୍ରହଣ କରିଛନ୍ତି ରାମନାଥ କୋବିନ୍ଦ । ରାଜନୀତିରେ ପ୍ରବେଶ ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମ୍‌କୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରିଥିଲେ । ୧୯୯୧ ମସିହାରେ ବିଜେପିରେ ଯୋଗଦେଇଥିଲେ ରାମନାଥ କୋବିନ୍ଦ ।  ଦଳର ମୁଖପାତ୍ରରେ କାର୍ଯ୍ୟ କରିଛନ୍ତି ରାମନାଥ କୋବିନ୍ଦ ।  ୧୯୯୪ ମସିହାରେ ଉତ୍ତରପ୍ରଦେଶର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।  ୨୦୧୫ ମସିହାରେ ବିହାରର ରାଜ୍ୟପାଳ ଭାବେ କାର୍ଯ୍ୟ କରିଛନ୍ତି । ୨୦୧୭ ରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ତରଫରୁ ପ୍ରାର୍ଥୀ ହୋଇଥିଲେ ରାମନାଥ କୋବିନ୍ଦ । ରାମନାଥ କୋବିନ୍ଦ ୬୫.୬୫% ଭୋଟ ପାଇ ଦେଶର ୧୪ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ରାଷ୍ଟ୍ରପତି ଜନ୍ମଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଚ଼ିଲିକାର ପୁନର୍ବିକାଶ ଓ ଉନ୍ନତିକରଣ ସମ୍ପର୍କରେ ବିସ୍ତୃତ ଆଲୋଚନା: ଡିପିଆର ପ୍ରସ୍ତୁତ କରିବାର ପ୍ରକ୍ରିୟା ଆରମ୍ଭ

January 3, 2026

ଆଜି ସଂଧ୍ୟାରେ ଆକାଶରେ ଦେଖାଯିବ ଏକ ଆଶ୍ଚର୍ଯ୍ୟ ଘଟଣା, ଯାହାକୁ ଦେଖିବା ପାଇଁ..

January 3, 2026

ତାମିଲନାଡୁ ଗସ୍ତରେ ଉପରାଷ୍ଟ୍ରପତି, ଆଜି ସ୍ୱର୍ଣ୍ଣ ମନ୍ଦିର କାର୍ଯ୍ୟକ୍ରମରେ ହେବେ ସାମିଲ

January 3, 2026

ନଭେମ୍ବରରେ ଓଡ଼ିଶାରେ ଜିଓ ଯୋଡ଼ିଛି ସର୍ବାଧିକ ୧ ଲକ୍ଷ ୮୫ ହଜାର ନୂତନ ଗ୍ରାହକ: ଟ୍ରାଇ ତଥ୍ୟ

January 3, 2026
Latest News

ଜାନକୀ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ, କହିଲେ…

January 3, 2026

ଗୋଦାବରୀଶ ମହାବିଦ୍ୟାଳୟରେ ପ୍ଲାଷ୍ଟିକ ମୂକ୍ତ ଧାରଣୀୟ କ୍ୟାମ୍ପସ ସଚେତନତା କାର୍ଯ୍ୟକ୍ରମ

January 3, 2026

ଚ଼ିଲିକାର ପୁନର୍ବିକାଶ ଓ ଉନ୍ନତିକରଣ ସମ୍ପର୍କରେ ବିସ୍ତୃତ ଆଲୋଚନା: ଡିପିଆର ପ୍ରସ୍ତୁତ କରିବାର ପ୍ରକ୍ରିୟା ଆରମ୍ଭ

January 3, 2026

ଆଜି ସଂଧ୍ୟାରେ ଆକାଶରେ ଦେଖାଯିବ ଏକ ଆଶ୍ଚର୍ଯ୍ୟ ଘଟଣା, ଯାହାକୁ ଦେଖିବା ପାଇଁ..

January 3, 2026

ଓଡିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା ବିଜ୍ଞପ୍ତିରେ ମୁଖ୍ୟମନ୍ତ୍ରୀ କଲେ ହସ୍ତକ୍ଷେପ, କହିଲେ…

January 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.