Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନବରାତ୍ର ଉପଲକ୍ଷେ ବିଜୟୱାଡା କନକ ଦୁର୍ଗା ମନ୍ଦିରରେ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଏବଂ ତାଙ୍କ ଧର୍ମପତ୍ନୀଙ୍କ ପୂଜାଅର୍ଚ୍ଚନା
ଆଜିର ଖବର

ନବରାତ୍ର ଉପଲକ୍ଷେ ବିଜୟୱାଡା କନକ ଦୁର୍ଗା ମନ୍ଦିରରେ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଏବଂ ତାଙ୍କ ଧର୍ମପତ୍ନୀଙ୍କ ପୂଜାଅର୍ଚ୍ଚନା

October 1, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
VIJAYAWADA, OCT 1 (UNI) Andhra Pradesh Governor Biswa Bhusan Harichandan with wife Suprava Harichandan visiting Durga Temple on the occasion of Navaratri festival, at Atop Indirakiladri hill, in Vijayawada on Tuesday. UNI PHOTO-106U

ଆଜି ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଏବଂ ତାଙ୍କ ଧର୍ମପତ୍ନୀ ସୁପ୍ରଭା ହରିଚନ୍ଦନ ବିଜୟୱାଡାର କନକ ଦୁର୍ଗା ମନ୍ଦିରରେ ପୂଜା ଅର୍ଚ୍ଚନା କରିଛନ୍ତି। ସପତ୍ନିକ ବିଜୟାୱାଡା ଯାଇ ସେଠାରେ ଇନ୍ଦିରାକିଲ୍ଲାଦ୍ରୀ ପାହାଡ ଉପରେ ଅବସ୍ଥାପିତ ମା ଦୁର୍ଗାଙ୍କୁ ଦର୍ଶନ କରିଥିଲେ। ବର୍ତ୍ତମାନ ନବରାତ୍ର ଚାଲିଥିବାରୁ ରାଜ୍ୟପାଳ ଦମ୍ପତି ଏହି ପୂଜା କରିଛନ୍ତି। ସେଠାରେ ଉଭୟ ପ୍ରାୟ ଏକ ଘଣ୍ଟା ଧରି ପୂଜା କରିବା ସହିତ ମନ୍ଦିର ବୁଲି ଦର୍ଶନ କରିଥିଲେ।

ସାଧାରଣତଃ ଦୁର୍ଗା ପୂଜା ସମୟରେ କନକ ଦୁର୍ଗା ମନ୍ଦିରରେ ଭକ୍ତମାନଙ୍କ ଭିଡ ବୃଦ୍ଧି ପାଇଥାଏ। ବିଶ୍ବାସ ରହିଛି ଯେ, ନବରାତ୍ର ସମୟରେ ଏହି ମନ୍ଦିରରେ ମାଙ୍କୁ ଦର୍ଶନ କଲେ ପୂଣ୍ୟ ହୋଇଥାଏ। ସେଥିପାଇଁ ବହୁ ଦୂରଦୂରାନ୍ତରୁ ଭକ୍ତମାନେ ଏହି ସ୍ଥାନକୁ ମା ଙ୍କୁ ଦର୍ଶନ କରିବା ପାଇଁ ଛୁଟି ଆସନ୍ତି। ଭିଡକୁ ଦେଖି ରାଜ୍ୟପାଳ ଦମ୍ପତିଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତା ୨୦ରୁ ୨୬ ପର୍ଯ୍ୟନ୍ତ ଢେଙ୍କାନାଳ ମହୋତ୍ସବ

January 7, 2026

ଆଇଆଇଟି ଭୁବନେଶ୍ୱରରେ ଭାରତ୍ ୟୁଥ୍ ଇନୋଭେସନ୍ ଚ୍ୟାଲେଞ୍ଜ କାର୍ଯ୍ୟକ୍ରମ

January 7, 2026

ଆସନ୍ତା ୧୦ ରୁ ରାଜଧାନୀରେ ଜାତୀୟ ସ୍ତରୀୟ ଶିଶିର ସରସ ମେଳା ୨୦୨୬

January 7, 2026

ଆଜି ଜାନୁୟାରୀ ୭ ତାରିଖ ବୁଧବାର: ୪ ଟି ରାଶି ପ୍ରତି ରହିଛି ଭଗବାନଙ୍କ ଆଶୀର୍ବାଦ

January 7, 2026
Latest News

ଆସନ୍ତା ୨୦ରୁ ୨୬ ପର୍ଯ୍ୟନ୍ତ ଢେଙ୍କାନାଳ ମହୋତ୍ସବ

January 7, 2026

ଆଇଆଇଟି ଭୁବନେଶ୍ୱରରେ ଭାରତ୍ ୟୁଥ୍ ଇନୋଭେସନ୍ ଚ୍ୟାଲେଞ୍ଜ କାର୍ଯ୍ୟକ୍ରମ

January 7, 2026

ଆସନ୍ତା ୧୦ ରୁ ରାଜଧାନୀରେ ଜାତୀୟ ସ୍ତରୀୟ ଶିଶିର ସରସ ମେଳା ୨୦୨୬

January 7, 2026

ଆଜି ଜାନୁୟାରୀ ୭ ତାରିଖ ବୁଧବାର: ୪ ଟି ରାଶି ପ୍ରତି ରହିଛି ଭଗବାନଙ୍କ ଆଶୀର୍ବାଦ

January 7, 2026

ଦ୍ୱିତୀୟ ସନ୍ଧ୍ୟାରେ ରଣପୁର ମହୋତ୍ସବ “ଅର୍ଜୁନ”: ସଂସ୍କୃତି, ସୃଜନଶୀଳତା ଓ ଶ୍ରଦ୍ଧାର ଅପୂର୍ବ ସମନ୍ୱୟ

January 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.