Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତ-ଦ.ଆଫ୍ରିକା ପ୍ରଥମ ଟେଷ୍ଟ : ରୋହିତଙ୍କ ଶତକରେ ଦୃଢ ସ୍ଥିତିରେ ଭାରତ
ଆଜିର ଖବର

ଭାରତ-ଦ.ଆଫ୍ରିକା ପ୍ରଥମ ଟେଷ୍ଟ : ରୋହିତଙ୍କ ଶତକରେ ଦୃଢ ସ୍ଥିତିରେ ଭାରତ

October 2, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଦୃଢ ସ୍ଥିତିରେ ରହିଛି ଭାରତ । ଭାରତ ପକ୍ଷରୁ ରୋହିତ ଶର୍ମା ଅପରାଜିତ ଶତକ ହାସଲ କରିଛନ୍ତି । ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଳେ ରୋହିତ ଏବଂ ମୟଙ୍କ ଅଗ୍ରଓ୍ବାଲ 200 ରନ୍‌ର ଭାଗିଦାରୀ କରିଥିଲେ । ଚା ପାନ ବିରତି ବେଳକୁ ଭାରତ କୌଣସି ଓ୍ବିକେଟ ନହରାଇ 202 ରନ୍‌ ସଂଗ୍ରହ କରିଛି । ରୋହିତ ଓପନର ଭାବରେ ବ୍ୟାଟିଂ କରି ଏହି ମ୍ୟାଚ୍‌ରେ ଶତକ ହାସଲ କରିଥିଲେ । ରୋହିତ 174 ବଲ୍‌ର ସମ୍ମୁଖୀନ ହୋଇ 115 ରନ୍‌ରେ ବ୍ୟାଟିଂ କରୁଥିବା ବେଳେ ମୟଙ୍କ ଅଗ୍ରଓ୍ବାଲ 183 ବଲ୍‌ର ସମ୍ମୁଖୀନ ହୋଇ 84 ରନ୍‌ରେ ବ୍ୟାଟିଂ କରୁଛନ୍ତି । ରୋହିତ ନିଜ ଇନିଂସରେ 12ଟି ଚୌକା ଏବଂ 5ଟି ଛକ୍କା ମାରିଥିବା ବେଳେ ମୟଙ୍କ 11ଟି ଚୌକା ଏବଂ 2ଟି ଛକ୍କା ମାରିଛନ୍ତି । ଦକ୍ଷିଣ ଆଫ୍ରିକା ପକ୍ଷରୁ 5 ଜଣ ବୋଲରଙ୍କୁ ନିୟୋଜିତ କରାଯାଇଥିବା ବେଳେ ସଫଳତା ମିଳିନଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତା ୨୦ରୁ ୨୬ ପର୍ଯ୍ୟନ୍ତ ଢେଙ୍କାନାଳ ମହୋତ୍ସବ

January 7, 2026

ଆଇଆଇଟି ଭୁବନେଶ୍ୱରରେ ଭାରତ୍ ୟୁଥ୍ ଇନୋଭେସନ୍ ଚ୍ୟାଲେଞ୍ଜ କାର୍ଯ୍ୟକ୍ରମ

January 7, 2026

ଆସନ୍ତା ୧୦ ରୁ ରାଜଧାନୀରେ ଜାତୀୟ ସ୍ତରୀୟ ଶିଶିର ସରସ ମେଳା ୨୦୨୬

January 7, 2026

ଆଜି ଜାନୁୟାରୀ ୭ ତାରିଖ ବୁଧବାର: ୪ ଟି ରାଶି ପ୍ରତି ରହିଛି ଭଗବାନଙ୍କ ଆଶୀର୍ବାଦ

January 7, 2026
Latest News

ଆସନ୍ତା ୨୦ରୁ ୨୬ ପର୍ଯ୍ୟନ୍ତ ଢେଙ୍କାନାଳ ମହୋତ୍ସବ

January 7, 2026

ଆଇଆଇଟି ଭୁବନେଶ୍ୱରରେ ଭାରତ୍ ୟୁଥ୍ ଇନୋଭେସନ୍ ଚ୍ୟାଲେଞ୍ଜ କାର୍ଯ୍ୟକ୍ରମ

January 7, 2026

ଆସନ୍ତା ୧୦ ରୁ ରାଜଧାନୀରେ ଜାତୀୟ ସ୍ତରୀୟ ଶିଶିର ସରସ ମେଳା ୨୦୨୬

January 7, 2026

ଆଜି ଜାନୁୟାରୀ ୭ ତାରିଖ ବୁଧବାର: ୪ ଟି ରାଶି ପ୍ରତି ରହିଛି ଭଗବାନଙ୍କ ଆଶୀର୍ବାଦ

January 7, 2026

ଦ୍ୱିତୀୟ ସନ୍ଧ୍ୟାରେ ରଣପୁର ମହୋତ୍ସବ “ଅର୍ଜୁନ”: ସଂସ୍କୃତି, ସୃଜନଶୀଳତା ଓ ଶ୍ରଦ୍ଧାର ଅପୂର୍ବ ସମନ୍ୱୟ

January 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.