Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପେରୁରେ ବସ୍‌ ଦୁର୍ଘଟଣା : 23 ମୃତ
ଆଜିର ଖବର

ପେରୁରେ ବସ୍‌ ଦୁର୍ଘଟଣା : 23 ମୃତ

October 2, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
accident
accident

ପେରୁରେ ଏକ ଭୟାନକ ବସ୍‌ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ 23 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ 15 ଜଣ ଆହତ ହୋଇଛନ୍ତି । ମଙ୍ଗଳବାର ରାତିରେ ଏହି ଦୁର୍ଘଟଣା ଘଟିଥିବା ନେଇ ପେରୁ ପରିବହନ ବିଭାଗ ପକ୍ଷରୁ ସୂଚନା ମିଳିଛି । ବସ୍‌ଟିରେ 40 ଜଣ ଯାତ୍ରୀ ଯାତ୍ରା କରୁଥିବା ବେଳେ ବସ୍‌ଟି 300 ଫୁଟ ତଳକୁ ଖସି ପଡିଥିଲା । ଆହତ ମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁଇ ଜଣ ଯାତ୍ରୀ ବର୍ତ୍ତମାନ ସୁଦ୍ଧା ନିଖୋଜ ଥିବା ଜଣାପଡିଛି । ଆହତଙ୍କ ମଧ୍ୟରୁ ଅନେକ ଗୁରୁତର ରହିଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ପର୍ଯ୍ୟଟକ ରହିଥିବା ବେଳେ ଦୁର୍ଘଟଣାର ତଦନ୍ତ ଜାରି ରହିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ରେଳବାଇର ସାର ଲୋଡିଂରେ ୧୧.୭% ବୃଦ୍ଧି, ଚାଷୀଙ୍କୁ ନିରବଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ

December 16, 2025

୨୦୧୪ ପୂର୍ବରୁ ବିଜେପିର ଖାତାରେ କେତେ ଟଙ୍କା ଥିଲା, ୧୧ ବର୍ଷ ମଧ୍ୟରେ ଏହା କେତେ ବୃଦ୍ଧି ପାଇଛି?: ଜାଣନ୍ତୁ

December 16, 2025

୬୯ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ କ୍ରୀଡା ସମୂହ ବିଚ୍ ଭଲିବଲ ପ୍ରତିଯୋଗିତା: ବାଲେଶ୍ୱର ଜିଲ୍ଲା ବିଜୟୀ

December 16, 2025

୭ମ ଓଡିଶା ପୁସ୍ତକ ମେଳା: ଏପର୍ଯ୍ୟନ୍ତ ପ୍ରାୟ ୫ କୋଟିର ହେଲା ବ୍ୟବସାୟ

December 16, 2025
Latest News

ଭାରତୀୟ ରେଳବାଇର ସାର ଲୋଡିଂରେ ୧୧.୭% ବୃଦ୍ଧି, ଚାଷୀଙ୍କୁ ନିରବଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ

December 16, 2025

୨୦୧୪ ପୂର୍ବରୁ ବିଜେପିର ଖାତାରେ କେତେ ଟଙ୍କା ଥିଲା, ୧୧ ବର୍ଷ ମଧ୍ୟରେ ଏହା କେତେ ବୃଦ୍ଧି ପାଇଛି?: ଜାଣନ୍ତୁ

December 16, 2025

ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ପାଇଁ ବଡ଼ ଆଶ୍ୱସ୍ତି!: ଇଡିର ଚାର୍ଜସିଟ୍ ଶୁଣିବାକୁ ମନା କଲେ କୋର୍ଟ

December 16, 2025

୬୯ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ କ୍ରୀଡା ସମୂହ ବିଚ୍ ଭଲିବଲ ପ୍ରତିଯୋଗିତା: ବାଲେଶ୍ୱର ଜିଲ୍ଲା ବିଜୟୀ

December 16, 2025

୭ମ ଓଡିଶା ପୁସ୍ତକ ମେଳା: ଏପର୍ଯ୍ୟନ୍ତ ପ୍ରାୟ ୫ କୋଟିର ହେଲା ବ୍ୟବସାୟ

December 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.