Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବଳି କଟକଣାକୁ ବେଖାତିର : ରକ୍ତରଞ୍ଜିତ ଛତର ଯାତ୍ରା
ଆଜିର ଖବର

ବଳି କଟକଣାକୁ ବେଖାତିର : ରକ୍ତରଞ୍ଜିତ ଛତର ଯାତ୍ରା

October 6, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆଜି ସାରା ରାଜ୍ୟରେ ମାଁ ଦୁର୍ଗାଙ୍କର ମହାଷ୍ଟମୀ ଅବସରରେ ପୁଣି ରକ୍ତ ରଞ୍ଜିତ ହୋଇଛି କଳାହାଣ୍ଡିର ଆରାଧ୍ୟଦେବୀ ମାଁ ମାଣିକେଶ୍ୱରୀଙ୍କ ଛତର ଯାତ୍ରା । ପ୍ରଶାସନର କଟକଣା ସତ୍ୱେ ପ୍ରସିଦ୍ଧ ଛତର ଯାତ୍ରାରେ ପଡ଼ିଲା ମାନସିକଧାରୀଙ୍କ ପଶୁ ଓ ପକ୍ଷୀ ବଳି । ଅନେକ କଟକଣା ସତ୍ୱେ ପୁଣି ଛତର ଯାତ୍ରାରେ ହଜାର ହଜାର ଲୋକେ ବଳି ଦେଇଛନ୍ତି । ଜେନାଖାଲରୁ ମାଣିକେଶ୍ୱରୀ ମନ୍ଦିରକକୁ ଛତର ଫେରୁଥିବା ବେଳେ ବଳି ପଡ଼ିଛି । ସହର ଓ ପୂଜାସ୍ଥଳରେ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ 10 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ହାତୀ ହାବୁଡ଼ରେ ପଡି ବନବିଭାଗର ଅସ୍ଥାୟୀ କର୍ମଚାରୀ ମୃତ

September 23, 2025

ବାଣପୁର: ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ଓ ହତ୍ୟା ଧମକ ଦେବା ଅଭିଯୋଗରେ ଜଣେ ଗିରଫ

September 23, 2025

ସମାନତା ଏବଂ ମାନବାଧିକାରକୁ ନେଇ ଆଇନ୍ ପ୍ରସ୍ତୁତ ହେବା ଉଚିତ୍‌: ତସ୍‌ଲିମା ନସରିନ୍‌

September 23, 2025

ପୁଣି ଥରେ ପାକିସ୍ତାନକୁ ଉଚିତ ଜବାବ ଦେଲା ଭାରତ: ଶାହବାଜ ଏବେ କ’ଣ କରିବେ?

September 23, 2025
Latest News

ହାତୀ ହାବୁଡ଼ରେ ପଡି ବନବିଭାଗର ଅସ୍ଥାୟୀ କର୍ମଚାରୀ ମୃତ

September 23, 2025

ବାଣପୁର: ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ଓ ହତ୍ୟା ଧମକ ଦେବା ଅଭିଯୋଗରେ ଜଣେ ଗିରଫ

September 23, 2025

ସମାନତା ଏବଂ ମାନବାଧିକାରକୁ ନେଇ ଆଇନ୍ ପ୍ରସ୍ତୁତ ହେବା ଉଚିତ୍‌: ତସ୍‌ଲିମା ନସରିନ୍‌

September 23, 2025

ପୁଣି ଥରେ ପାକିସ୍ତାନକୁ ଉଚିତ ଜବାବ ଦେଲା ଭାରତ: ଶାହବାଜ ଏବେ କ’ଣ କରିବେ?

September 23, 2025

ରାଉରକେଲାର ଜେପି ହସ୍ପିଟାଲକୁ ଦିଆଯାଇଛି ୧୧୦୦୦୦୦୦୦୦ ଟଙ୍କା, କାହିଁକି ??

September 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.