Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବଜ୍ରାଘାତରେ 2 ଜଣଙ୍କ ମୃତ୍ୟୁ, 2 ଗୁରୁତର
ଆଜିର ଖବର

ବଜ୍ରାଘାତରେ 2 ଜଣଙ୍କ ମୃତ୍ୟୁ, 2 ଗୁରୁତର

October 6, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ବିଜୁଳି ଆଘାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଆନନ୍ଦପୁରର ପଦ୍ମପୁରରେ ଏହି ଘଟଣା ଘଟିଛି । ଦୁଇ ଜଣ ମୃତ ବ୍ୟକ୍ତି ଶ୍ରମିକ ଅଟନ୍ତି । କାମ କରୁଥିବା ବେଳେ ଅଚାନକ ବଜ୍ରପାତ ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ଶ୍ରମିକଙ୍କୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ଲୋକେ ଡାକ୍ତରଖାନା ନେଇଥିବା ବେଳେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ହାତୀ ହାବୁଡ଼ରେ ପଡି ବନବିଭାଗର ଅସ୍ଥାୟୀ କର୍ମଚାରୀ ମୃତ

September 23, 2025

ବାଣପୁର: ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ଓ ହତ୍ୟା ଧମକ ଦେବା ଅଭିଯୋଗରେ ଜଣେ ଗିରଫ

September 23, 2025

ସମାନତା ଏବଂ ମାନବାଧିକାରକୁ ନେଇ ଆଇନ୍ ପ୍ରସ୍ତୁତ ହେବା ଉଚିତ୍‌: ତସ୍‌ଲିମା ନସରିନ୍‌

September 23, 2025

ପୁଣି ଥରେ ପାକିସ୍ତାନକୁ ଉଚିତ ଜବାବ ଦେଲା ଭାରତ: ଶାହବାଜ ଏବେ କ’ଣ କରିବେ?

September 23, 2025
Latest News

ହାତୀ ହାବୁଡ଼ରେ ପଡି ବନବିଭାଗର ଅସ୍ଥାୟୀ କର୍ମଚାରୀ ମୃତ

September 23, 2025

ବାଣପୁର: ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ଓ ହତ୍ୟା ଧମକ ଦେବା ଅଭିଯୋଗରେ ଜଣେ ଗିରଫ

September 23, 2025

ସମାନତା ଏବଂ ମାନବାଧିକାରକୁ ନେଇ ଆଇନ୍ ପ୍ରସ୍ତୁତ ହେବା ଉଚିତ୍‌: ତସ୍‌ଲିମା ନସରିନ୍‌

September 23, 2025

ପୁଣି ଥରେ ପାକିସ୍ତାନକୁ ଉଚିତ ଜବାବ ଦେଲା ଭାରତ: ଶାହବାଜ ଏବେ କ’ଣ କରିବେ?

September 23, 2025

ରାଉରକେଲାର ଜେପି ହସ୍ପିଟାଲକୁ ଦିଆଯାଇଛି ୧୧୦୦୦୦୦୦୦୦ ଟଙ୍କା, କାହିଁକି ??

September 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.