Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଣତନ୍ତ୍ର ପାଇଁ ଅମ୍ଲଜାନ ହେଉଛି ମିଡିଆ : ନବୀନ
ଆଜିର ଖବର

ଗଣତନ୍ତ୍ର ପାଇଁ ଅମ୍ଲଜାନ ହେଉଛି ମିଡିଆ : ନବୀନ

October 6, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ମିଡିଆ ହେଉଛି ଗଣତନ୍ତ୍ର ପାଇଁ ଅମ୍ଳଜାନ । ଗଣମାଧ୍ୟମ ଯେତେ ସ୍ୱାଧୀନ ହେବ ଗଣତନ୍ତ୍ର ସେତେ ପରିମାଣରେ ସୁଦୃଢ ହେବ ବୋଲି ସମାଜର ଶତବାର୍ଷିକୀ ଉତ୍ସବରେ ଯୋଗଦେଇ ବକ୍ତବ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମାଜର ଶତବାର୍ଷିକ ସମାରୋହରେ ଯୋଗଦେଇ ନବୀନ ଗଣମାଧ୍ୟମକୁ ପ୍ରଶଂସା କରିଛନ୍ତି । ଏହାସହ ସେ ସମାଜକୁ ମଧ୍ୟ ପ୍ରଂଶସା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଏମ, ଭେଙ୍କିଆ ନାଇଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗଦେଇଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଷ୍ଟାର ଖେଳାଳି ତିଲକ ବର୍ମା ଆହତ

January 8, 2026

ଗଛକୁ ପିଟିଲା ମୋଟରସାଇକେଲ: ଦୁଇ ମୃତ ଜଣେ ଗୁରୁତର

January 8, 2026

ବିଦ୍ୟୁତ୍ ଆଘାତରେ ଗୃହରକ୍ଷୀଙ୍କର ଅକାଳ ବିୟୋଗ

January 8, 2026

ଭାରତର ନମ୍ବର 1 ଇଲେକ୍ଟ୍ରିକ୍ କାର୍ ହେଲା MG Windsor: ପଛରେ ପଡିଲା Tata Nexon EV

January 8, 2026
Latest News

IPAC କାର୍ଯ୍ୟାଳୟରେ ED ର ଚଢାଉ: ମମତା ବାନାର୍ଜୀ ଏବଂ ବିଜେପି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି

January 8, 2026

ଟି-୨୦ ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଷ୍ଟାର ଖେଳାଳି ତିଲକ ବର୍ମା ଆହତ

January 8, 2026

ଗଛକୁ ପିଟିଲା ମୋଟରସାଇକେଲ: ଦୁଇ ମୃତ ଜଣେ ଗୁରୁତର

January 8, 2026

ବିଦ୍ୟୁତ୍ ଆଘାତରେ ଗୃହରକ୍ଷୀଙ୍କର ଅକାଳ ବିୟୋଗ

January 8, 2026

ଭାରତର ନମ୍ବର 1 ଇଲେକ୍ଟ୍ରିକ୍ କାର୍ ହେଲା MG Windsor: ପଛରେ ପଡିଲା Tata Nexon EV

January 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.