ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ମହାନବମୀ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ସୋମବାର ସୋସିଆଲ ମିଡିଆ ସାଇଟ୍ ଟ୍ବିଟ୍ଟର ଜରିଆରେ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ‘ମହାନବମୀ ଅବସରରେ ସମଗ୍ର ଦେଶବାସୀଙ୍କୁ ମୋର ଶୁଭେଚ୍ଛା । ମା ସିଦ୍ଧିଦାତ୍ରୀଙ୍କ କୃପାରୁ ସମସ୍ତେ ନିଜର ନିର୍ଦ୍ଧାରିତ ଲକ୍ଷ୍ୟସ୍ଥଳର ପହଞ୍ଚିବା ମୁଁ କାମନା କରୁଛି’ ବୋଲି ମୋଦି ଟ୍ବିଟ୍ କରିଛନ୍ତି ।