Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଧାରଣାରତ ଯୁବତୀଙ୍କୁ ବଳତ୍କାର ଉଦ୍ୟମ : ଅଭିଯୁକ୍ତ ଗିରଫ
ଆଜିର ଖବର

ଧାରଣାରତ ଯୁବତୀଙ୍କୁ ବଳତ୍କାର ଉଦ୍ୟମ : ଅଭିଯୁକ୍ତ ଗିରଫ

October 7, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ମହିଳା ସୁରକ୍ଷିତ ନାହାଁନ୍ତି । ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଲୋୟର୍‌ ପିଏମ୍‌ଜିର ଲୋକସେବା ଭବନ ନିକଟରେ । ଧାରଣାରେ ବସିଥିବା ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ଆସିଛି । ଉଲ୍ଲେଖଯୋଗ୍ୟ ଯେ, କୋରାପୁଟ ଲମତାପୁଟ ଅଞ୍ଚଳର ୨ ଭଉଣୀ ଲୋୟର ପିଏମଜିରେ ଦୀର୍ଘଦିନ ହେବ ଧାରଣାରେ ବସିଥିଲେ । ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତ କାଳୁ ନାୟକ ତାଙ୍କ ତମ୍ବୁ ମଧ୍ୟକୁ ଆସି ଦୁର୍ବ୍ୟବହାର କରିଥିଲେ । ଧାରଣାସ୍ଥଳ ନିକଟରେ ଥିବା ପୋଲିସ କ୍ୟାମ୍ପର ପୋଲିସ ପହଞ୍ଚି ଅଭିଯୁକ୍ତ କାଳୁ ନାୟକକୁ ଗିରଫ କରିଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ରାସ୍ତା କଡ଼କୁ ଖସି ମୋଟରସାଇକେଲ ଆରୋହୀ ମୃତ

January 8, 2026

ବାଂଲାଦେଶରେ ଝୁଲନ୍ତା ଅବସ୍ଥାରେ ମିଳିଲା ୧୨ ବର୍ଷୀୟା ହିନ୍ଦୁ ଛାତ୍ରୀଙ୍କ ମୃତଦେହ: ଦୁଇ ସନ୍ଦିଗ୍ଧ ଅଟକ

January 8, 2026

ଅମ୍ବରନାଥ ମହାନଗର ନିଗମ ନିର୍ବାଚନ: ବିଜେପିର ଖେଳରେ କଂଗ୍ରେସ ମୁକ୍ତ, ସିନ୍ଦେ ଗୋଷ୍ଠୀକୁ ବଡ କ୍ଷତି 

January 8, 2026

ଟି-୨୦ ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଷ୍ଟାର ଖେଳାଳି ତିଲକ ବର୍ମା ଆହତ

January 8, 2026
Latest News

ରାସ୍ତା କଡ଼କୁ ଖସି ମୋଟରସାଇକେଲ ଆରୋହୀ ମୃତ

January 8, 2026

ବାଂଲାଦେଶରେ ଝୁଲନ୍ତା ଅବସ୍ଥାରେ ମିଳିଲା ୧୨ ବର୍ଷୀୟା ହିନ୍ଦୁ ଛାତ୍ରୀଙ୍କ ମୃତଦେହ: ଦୁଇ ସନ୍ଦିଗ୍ଧ ଅଟକ

January 8, 2026

ଅମ୍ବରନାଥ ମହାନଗର ନିଗମ ନିର୍ବାଚନ: ବିଜେପିର ଖେଳରେ କଂଗ୍ରେସ ମୁକ୍ତ, ସିନ୍ଦେ ଗୋଷ୍ଠୀକୁ ବଡ କ୍ଷତି 

January 8, 2026

IPAC କାର୍ଯ୍ୟାଳୟରେ ED ର ଚଢାଉ: ମମତା ବାନାର୍ଜୀ ଏବଂ ବିଜେପି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି

January 8, 2026

ଟି-୨୦ ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଷ୍ଟାର ଖେଳାଳି ତିଲକ ବର୍ମା ଆହତ

January 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.