Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ବରର 4 ସ୍ଥାନରେ ଆଜି ରାବଣ ପୋଡି : ଟ୍ରାଫିକ୍‌ ବ୍ୟବସ୍ଥାର ଅନୁଧ୍ୟାନ କରିବେ କମିଶନର
ଆଜିର ଖବର

ଭୁବନେଶ୍ବରର 4 ସ୍ଥାନରେ ଆଜି ରାବଣ ପୋଡି : ଟ୍ରାଫିକ୍‌ ବ୍ୟବସ୍ଥାର ଅନୁଧ୍ୟାନ କରିବେ କମିଶନର

October 8, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆଜି ଭୁବନେଶ୍ବରର 4ଟି ସ୍ଥାନରେ ରାବଣ ପୋଡି ଅନୁଷ୍ଠିତ ହେବ । ବରମୁଣ୍ଡା, ନୟାପଲ୍ଲୀ, ଝାରପଡା ଏବଂ ରସୁଲଗଡରେ ରାବଣ ପୋଡି ଅନୁଷ୍ଠିତ ହେବ । ଝାରପଡା ଏବଂ ବରମୁଣ୍ଡାର ରାବଣ ପୋଡି ପାଇଁ ଆତସବାଜିର ଅନୁମତି ମିଳିଥିବା ବେଳେ ନୟାପଲ୍ଲୀ ଏବଂ ରସୁଲଗଡକୁ ଅନୁମତି ପ୍ରଦାନ କରାଯାଇନାହିଁ । ସେହିପରି ରାବଣ ପୋଡି ଅନୁଷ୍ଠିତ ହେଉଥିବା ସ୍ଥାନରେ ଟ୍ରାଫିକ୍‌ ସମସ୍ୟା ଦେଖା ଦେବାର ସମ୍ଭାବନା ରହିଥିବାରୁ ଟ୍ରାଫିକ କମିସନର ଏବଂ ଡିସିପି ଟ୍ରାଫିକ୍‌ ଦାୟିତ୍ବ ସମ୍ଭାଳିବେ । କମିସନର ବରମୁଣ୍ଡାରେ ଏବଂ ଡିସିପି ରସୁଲଗଡରେ ଟ୍ରାଫିକ୍‌ ବ୍ୟବସ୍ଥା ପରିଚାଳନା କରିବେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଆନ୍ତର୍ଜାତୀୟ ମାନୁଆଲ୍ ଥେରାପି ସମ୍ମିଳନୀ ଉଦଘାଟିତ

January 9, 2026

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ଉପହାର ସାମଗ୍ରୀ ଯୋଗାଇବେ ସରକାର

January 9, 2026

ଜାନୁଆରୀ ୧୦ ଯାଏଁ ଗାନ୍ଧୀନଗରରେ ଆୟୋଜିତ ହେବ ଜାତୀୟ ଖଣିଜ ଚିନ୍ତନ ଶିବର- ୨୦୨୬

January 9, 2026

‘ସୋମନାଥ ସ୍ୱାଭିମାନ ପର୍ବ’ରେ ଅଂଶଗ୍ରହଣ ପାଇଁ ଦେଶବାସୀଙ୍କୁ ଅମିତ ଶାହଙ୍କ ନିବେଦନ

January 9, 2026
Latest News

ଆଠ ଟିଏମସି ସାଂସଦଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ: ଗୃହ ମନ୍ତ୍ରଣାଳୟ ବାହାରେ କରୁଥିଲେ ପ୍ରତିବାଦ

January 9, 2026

ଆଜିଠୁ WPL 2026 ର ଉଦଘାଟନୀ ଉତ୍ସବ: ଜାଣନ୍ତୁ କେବେ ଏବଂ କେଉଁଥିରେ ଦେଖିବେ ମ୍ୟାଚ

January 9, 2026

ବୋମା ଧମକ ମିଛ: ଏସଓପି ଜାରି କରିବାକୁ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

January 9, 2026

ଆନ୍ତର୍ଜାତୀୟ ମାନୁଆଲ୍ ଥେରାପି ସମ୍ମିଳନୀ ଉଦଘାଟିତ

January 9, 2026

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ଉପହାର ସାମଗ୍ରୀ ଯୋଗାଇବେ ସରକାର

January 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.