ଜଳେଶ୍ୱରରୁ ପୁଣି ଧରାପଡ଼ିଲା ବ୍ରାଉନସୁଗର। ପଶ୍ଚିମବଙ୍ଗରୁ ଜଳେଶ୍ୱର ଆସୁଥିବା ବେଳେ ପୁଲିସ ହାତରେ ଧରାପଡ଼ିଛି ଏହି ବ୍ରାଉନ୍ ସୁଗର। ଯାହାର ଓଜନ ୭୦ ଗ୍ରାମ ହେବ। ଆନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କା ହେବ। ପୁଲିସ ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ତାଙ୍କର ଘର ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ଏହା ପରେ ବାଲେଶ୍ୱର ପୁଲିସ ଖାନତଲାସି ଅଭିଯାନକୁ ଜୋରଦାର କରିଥିଲା। ଏହି ଅଭିଯାନରେ ଆଜି ଜଳେଶ୍ୱର ପୁଲିସ ଚଢ଼ଉ କରି ୭୦ ଗ୍ରାମ ବ୍ରାଉନ୍ ସୁଗର ଜବତ କରିଛି।

ଶିଶୁପାଳଗଡ଼ ଐତିହ୍ୟ ସ୍ଥଳରୁ ଜବରଦଖଲ ଉଚ୍ଛେଦ ପାଇଁ ପଦକ୍ଷେପ ନେଇଛି ଏଏସଆଇ: କେନ୍ଦ୍ର ସଂସ୍କୃତି ମନ୍ତ୍ରୀDecember 18, 2025