Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦବଙ୍ଗର ୩ର ଟ୍ରେଲର୍‌ ଆଉଟ୍‌ : ଆକ୍ସନ ସହ କମେଡ଼ିର ଜବରଦସ୍ତ କମ୍ବିନେସନ୍‌
ଆଜିର ଖବର

ଦବଙ୍ଗର ୩ର ଟ୍ରେଲର୍‌ ଆଉଟ୍‌ : ଆକ୍ସନ ସହ କମେଡ଼ିର ଜବରଦସ୍ତ କମ୍ବିନେସନ୍‌

October 24, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ବଲିଉଡ୍‌ ସୁଲତାନ ସଲମାନ୍‌ ଖାନ୍‌ଙ୍କ ଅପ୍‌କମିଙ୍ଗ ଫିଲ୍ମ ’ଦବଙ୍ଗ୍‌ ୩’ର ଟ୍ରେଲର ରିଲିଜ୍‌ ହୋଇଯାଇଛି । ପୁଣି ଥରେ ଚୁଲ୍‌ବୁଲ୍‌ ପାଣ୍ଡେ ପରଦାକୁ ଆସୁଛନ୍ତି । ଆକ୍ସନ-କମେଡ଼ିରେ ଭରପୂର ଏହି ଫିଲ୍ମର ସଲମାନ୍‌ ଖାନ୍‌, ସୋନାକ୍ଷୀଙ୍କ ବ୍ୟତୀତ ନବାଗତା ସାଇ ମଞ୍ଜେରକର୍‌, ସୁଦୀପ୍‌, ଅରବାଜ୍‌ ଖାନ୍‌, ମାହିଗିଲ୍‌, ପଙ୍କଜା ତ୍ରିପାଠୀ ପ୍ରମୁଖ ଅଭିନୟ କରୁଛନ୍ତି ।  ଦୁଇ ମିନିଟ୍‌ ୫୦ ସେକେଣ୍ଡର ଏହି ଟ୍ରେଲର୍‌ରେ ସଲମାନ୍‌ଙ୍କ ଡାଇଲଗ୍‌ ଶୁଣିବାକୁ ମିଳିଛି । ଏଥିରେ ଭାଇଜାନ୍‌ ମାରେଙ୍ଗ ଭି ହମ୍‌ ଓ ବଚାୟଙ୍ଗେ ଭି ହମ୍‌ର ଏକ ଦମଦାର୍‌ ଡାଇଲଗ ସହ ଆକ୍ସନ ସିନ୍‌ ଦେଖିବାକୁ ମିଳିଛି । ଏହି ଟ୍ରେଲର୍‌ରେ ସଲମାନ୍‌ ଖାନ୍‌, ସୋନାକ୍ଷୀ ସିହ୍ନା, ସାଇ ଓ ସୁଦୀପ୍‌ ପ୍ରମୁଖଙ୍କୁ ଦେଖିବାକୁ ମିଳିଛି । ପ୍ରଭୁଦେବାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଡିସେମ୍ବର ୨୦ ତାରିଖରେ ପରଦା ଉପରକୁ ଆସିବ । ବଲିଉଡରେ ସଲମାନ୍‌ଙ୍କ ଫିଲ୍ମକୁ ନେଇ ଦର୍ଶକଙ୍କ ମନରେ ଏକ କ୍ରେଜ୍‌ ସୃଷ୍ଟି କରିଥାଏ ।  ପୂର୍ବରୁ ଦବଙ୍ଗର ଦୁଇଟି ସିରିଜ୍‌ ହିଟ୍‌ ରହିଥିବାବେଳେ ଏହି ତୃତୀୟ ସିରିଜ୍‌ଟିକୁ ନେଇ ଦର୍ଶକେ ତଥା ସିନେ ସମୀକ୍ଷକ ବେଶ୍‌ ଆଶାବାଦୀ ରହିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ସୁରକ୍ଷିତ, ସମ୍ମାନଜନକ ଏବଂ ଆବେଗପୂର୍ଣ୍ଣ କ୍ୟାମ୍ପସ ବାତାବରଣକୁ ଗୁରୁତ୍ୱ ଦିଏ ସୋଆ: ସୋଆ ଉପସଭାପତି

December 20, 2025

ଆଜି ୨୦ ଡିସେମ୍ବର ଶନିବାର ରାଶିଫଳ, କେମିତି କଟିବ ଆଜିର ଦିନ

December 20, 2025

ପଞ୍ଚମ ଟି-୨୦ରେ ହାର୍ଦ୍ଦିକ-ତିଲକଙ୍କ ବିସ୍ଫୋରଣ: ଦକ୍ଷିଣ ଆଫ୍ରିକାକୁ ହରାଇ ୩-୧ ରେ ସିରିଜ ଜିତିଲା ଭାରତ

December 19, 2025

ପିସି, ପିଏନଡିଟି ଜିଲ୍ଲାସ୍ତରୀୟ ପରାମର୍ଶଦାତା ମଣ୍ଡଳୀ ବୈଠକ

December 19, 2025
Latest News

ଭୁବନେଶ୍ୱରଠାରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ଲାଗି ଆର୍ଥିକ ଅନୁଦାନ ଦେବେ କେନ୍ଦ୍ର ସରକାର: କେନ୍ଦ୍ର ମନ୍ତ୍ରୀ

December 20, 2025

ସୁରକ୍ଷିତ, ସମ୍ମାନଜନକ ଏବଂ ଆବେଗପୂର୍ଣ୍ଣ କ୍ୟାମ୍ପସ ବାତାବରଣକୁ ଗୁରୁତ୍ୱ ଦିଏ ସୋଆ: ସୋଆ ଉପସଭାପତି

December 20, 2025

ଆଜି ୨୦ ଡିସେମ୍ବର ଶନିବାର ରାଶିଫଳ, କେମିତି କଟିବ ଆଜିର ଦିନ

December 20, 2025

ପଞ୍ଚମ ଟି-୨୦ରେ ହାର୍ଦ୍ଦିକ-ତିଲକଙ୍କ ବିସ୍ଫୋରଣ: ଦକ୍ଷିଣ ଆଫ୍ରିକାକୁ ହରାଇ ୩-୧ ରେ ସିରିଜ ଜିତିଲା ଭାରତ

December 19, 2025

ପିସି, ପିଏନଡିଟି ଜିଲ୍ଲାସ୍ତରୀୟ ପରାମର୍ଶଦାତା ମଣ୍ଡଳୀ ବୈଠକ

December 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.