Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କର୍ତ୍ତାରପୁର କରିଡର ପାଇଁ ଭାରତ-ପାକ୍‌ ଚୁକ୍ତି : କ୍ରିପାଣ ଉପରୁ କଟକଣା ହଟିଲା
ଆଜିର ଖବର

କର୍ତ୍ତାରପୁର କରିଡର ପାଇଁ ଭାରତ-ପାକ୍‌ ଚୁକ୍ତି : କ୍ରିପାଣ ଉପରୁ କଟକଣା ହଟିଲା

October 25, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

କର୍ତ୍ତାରପୁର କରିଡରରେ ପର୍ଯ୍ୟଟକଙ୍କ ନେବା ଆଣିବା ସାମଗ୍ରୀ ଉପରେ କଟକଣାକୁ ନେଇ ଗୁରୁବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ଚୁକ୍ତି ହୋଇଛି । ଏହି ଚୁକ୍ତି ଅନୁଯାୟୀ କର୍ତ୍ତାରପୁରର ଗୁରୁଦ୍ବାରା ଦର୍‌ବାର ସାହିବ ଭ୍ରମଣ କରୁଥିବା ଶ୍ରଦ୍ଧାଳୁଙ୍କୁ ନିଜର କ୍ରିପାଣ (ଶିଖ୍‌ ମାନଙ୍କ ବ୍ୟବହୃତ ଛୁରୀ) ସାଥିରେ ନେବାର ଅନୁମତି ପ୍ରଦାନ କରାଯାଇଛି । ମାତ୍ର କୌଣସି ନିଶାଦ୍ରବ୍ୟ, ଅସ୍ତ୍ରଶସ୍ତ୍ର, ବ୍ରଡବ୍ୟାଣ୍ଡ ଏବଂ ଓ୍ବାଇଫାଇ ଡିଭାଇସ୍‌ ସାଙ୍ଗରେ ନେବା ଉପରେ କଟକଣା ଜାରି କରାଯାଇଛି । 5 ହଜାର ପର୍ଯ୍ୟଟକଙ୍କୁ ଯାତ୍ରାର ଅନୁମତି ପ୍ରଦାନ କରାଯାଇଥିବା ବେଳେ ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କ ନିକଟରୁ 20 ଡଲାର ଆଦାୟ କରାଯିବ । ସେହିପରି ପ୍ରତ୍ୟେକ ଶ୍ରଦ୍ଧାଳୁ ସର୍ବାଧିକ 11 ହଜାର ଟଙ୍କା ସାଙ୍ଗରେ ନେଇପାରିବେ ଏବଂ ବ୍ୟାଗ୍‌ର ଓଜନ ସର୍ବାଧିକ ସାତ କିଗ୍ରା ରହିବ । 13 ବର୍ଷରୁ କମ୍‌ ଶିଶୁ ଏବଂ ବୃଦ୍ଧ ମାନଙ୍କୁ ଦଳ ସହିତ ଯାତ୍ରା କରିବା ପାଇଁ ପରାମର୍ଶ ପ୍ରଦାନ କରାଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଭାରତ-ବାଂଲାଦେଶ ସୁପର-୪ ଲଢେଇ: ଜାଣନ୍ତୁ ପିଚ୍ ରିପୋର୍ଟ ଏବଂ ସମ୍ଭାବ୍ୟ ଖେଳାଳି

September 24, 2025

ଶେଷରେ ବଦଳିଲେ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ: ବିରୁଦ୍ଧରେ ଅଭିଯୋଗର ଲମ୍ବା ଫର୍ଦ୍ଦ

September 24, 2025

ଟ୍ରମ୍ପଙ୍କୁ ଝଟକା!: ଆମେରିକାର ଅଣଦେଖା ପରେ ଭାରତୀୟଙ୍କ ପ୍ରେମରେ ଜର୍ମାନୀ, ଦେଲା ଚାକିରି ପ୍ରତିଶୃତି

September 24, 2025

ନବରାତ୍ରୀର ତୃତୀୟ ଦିନରେ ଦେବୀ ଚନ୍ଦ୍ରଘଣ୍ଟାଙ୍କୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

September 24, 2025
Latest News

ବିଜେଡିରୁ ନିଲମ୍ବିତ ହେବା ପରେ ଗୋଟିଏ ପରେ ଗୋଟିଏ ବାଣ ଫୁଟାଇବାରେ ଲାଗିଲେ ଶ୍ରୀମୟୀ

September 24, 2025

ଆଜି ଭାରତ-ବାଂଲାଦେଶ ସୁପର-୪ ଲଢେଇ: ଜାଣନ୍ତୁ ପିଚ୍ ରିପୋର୍ଟ ଏବଂ ସମ୍ଭାବ୍ୟ ଖେଳାଳି

September 24, 2025

ଶେଷରେ ବଦଳିଲେ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ: ବିରୁଦ୍ଧରେ ଅଭିଯୋଗର ଲମ୍ବା ଫର୍ଦ୍ଦ

September 24, 2025

ଏହି ଦିନ ଜମ୍ମୁ କାଶ୍ମୀର ଏବଂ ପଞ୍ଜାବରେ ରାଜ୍ୟସଭା ନିର୍ବାଚନ: ପଢନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

September 24, 2025

ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି: ପୋଲିସ ସହ ସଂଘର୍ଷ, CRPF ଗାଡି ପୋଡ଼ିଲେ GEN-Z ଛାତ୍ର

September 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.