Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କ୍ଷମତାର ଅହଙ୍କାର ପରିତ୍ୟାଗ କର, ନଚେତ୍‌ ଜନାଦେଶ ଆପଣଙ୍କୁ ପ୍ରତ୍ୟାଖ୍ୟାନ କରିବ : ଶିବସେନା
ଆଜିର ଖବର

କ୍ଷମତାର ଅହଙ୍କାର ପରିତ୍ୟାଗ କର, ନଚେତ୍‌ ଜନାଦେଶ ଆପଣଙ୍କୁ ପ୍ରତ୍ୟାଖ୍ୟାନ କରିବ : ଶିବସେନା

October 25, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
shivsena slams bjp over aligarh row
shivsena slams bjp over aligarh row

ଗତକାଲି ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ଏହି ନିର୍ବାଚନ ଫଳାଫଳରେ ବିଜେପି ଶିବସେନା ମେଣ୍ଟକୁ ବହୁମତ ମିଳିଥିଲେ ମଧ୍ୟ ଉଭୟ ଦଳର ଆସନ ସଂଖ୍ୟାରେ ହ୍ରାସ ଘଟିଛି । ଏହାକୁ ନେଇ ଶିବସେନାର ମୁଖପତ୍ର ସାମ୍‌ନାରେ ବିଜେପିକୁ ସମାଲୋଚନା କରାଯାଇଛି । କ୍ଷମତାର ଅହଙ୍କାର ପରିତ୍ୟାଗ କର, ନଚେତ୍‌ ଜନାଦେଶ ଆପଣଙ୍କୁ ପ୍ରତ୍ୟାଖ୍ୟାନ କରିବ ବୋଲି ବିଜେପିକୁ ସତର୍କ ସୂଚନା ଦେଇଛି ଶିବସେନା । ବିଜେପି 2014ରେ 122 ଟି ଆସନରେ ବିଜୟୀ ହୋଇଥିବା ବେଳେ 2019ରେ ଏହି ସଂଖ୍ୟା 105କୁ ହ୍ରାସ ପାଇଥିଲା । ସେହିପରି 2014ରେ ଶିବସେନା 63 ଆସନ ହାସଲ କରିଥିବା ବେଳେ ସେନାର ଆସନ ସଂଖ୍ୟା 56କୁ ହ୍ରାସ ପାଇଥିଲା । କ୍ଷମତା ମୋହରେ ଅନ୍ଧ ବିଜେପି ବିପକ୍ଷ ଦଳଙ୍କୁ ହେୟ ମନେ କରିବା କାରଣରୁ ଦଳର ଆସନ ସଂଖ୍ୟା ହ୍ରାସ ପାଇଛି । ଏହା ଉଭୟ ଦଳଙ୍କ ପାଇଁ ସତର୍କ ସୂଚନା ବୋଲି ସାମ୍‌ନାରେ ଉଲ୍ଲେଖ କରାଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଭାରତ-ବାଂଲାଦେଶ ସୁପର-୪ ଲଢେଇ: ଜାଣନ୍ତୁ ପିଚ୍ ରିପୋର୍ଟ ଏବଂ ସମ୍ଭାବ୍ୟ ଖେଳାଳି

September 24, 2025

ଶେଷରେ ବଦଳିଲେ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ: ବିରୁଦ୍ଧରେ ଅଭିଯୋଗର ଲମ୍ବା ଫର୍ଦ୍ଦ

September 24, 2025

ଟ୍ରମ୍ପଙ୍କୁ ଝଟକା!: ଆମେରିକାର ଅଣଦେଖା ପରେ ଭାରତୀୟଙ୍କ ପ୍ରେମରେ ଜର୍ମାନୀ, ଦେଲା ଚାକିରି ପ୍ରତିଶୃତି

September 24, 2025

ନବରାତ୍ରୀର ତୃତୀୟ ଦିନରେ ଦେବୀ ଚନ୍ଦ୍ରଘଣ୍ଟାଙ୍କୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

September 24, 2025
Latest News

ବିଜେଡିରୁ ନିଲମ୍ବିତ ହେବା ପରେ ଗୋଟିଏ ପରେ ଗୋଟିଏ ବାଣ ଫୁଟାଇଲେ ଶ୍ରୀମୟୀ

September 24, 2025

ଆଜି ଭାରତ-ବାଂଲାଦେଶ ସୁପର-୪ ଲଢେଇ: ଜାଣନ୍ତୁ ପିଚ୍ ରିପୋର୍ଟ ଏବଂ ସମ୍ଭାବ୍ୟ ଖେଳାଳି

September 24, 2025

ଶେଷରେ ବଦଳିଲେ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ: ବିରୁଦ୍ଧରେ ଅଭିଯୋଗର ଲମ୍ବା ଫର୍ଦ୍ଦ

September 24, 2025

ଏହି ଦିନ ଜମ୍ମୁ କାଶ୍ମୀର ଏବଂ ପଞ୍ଜାବରେ ରାଜ୍ୟସଭା ନିର୍ବାଚନ: ପଢନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

September 24, 2025

ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି: ପୋଲିସ ସହ ସଂଘର୍ଷ, CRPF ଗାଡି ପୋଡ଼ିଲେ GEN-Z ଛାତ୍ର

September 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.