ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନା ପାଇଁ ହେବ କଲ୍ ସେଣ୍ଟର । ଏନେଇ ସବୁ ଡିଆରଡିଓର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଚିଠି ଲେଖିଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ରାଜ୍ୟସରକାରଙ୍କ ତରଫରୁ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ସ୍ବଚ୍ଛତା ପାଇଁ ପଦକ୍ଷେପ ନିଆଯାଉଛି । ଏଥିନିମେନ୍ତ ଆବାସ ଯୋଜନା ପାଇଁ ପ୍ରତି ଜିଲ୍ଲାରେ କଲ୍ ସେଣ୍ଟର ପାଇଁ ବିଭାଗୀୟ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ । ହିତାଧିକାରୀଙ୍କୁ ଯାବତୀୟ ସୁବିଧା ସହ | କଣ ପାଇଁ ଅର୍ଥ ପାଇବାରେ ବିଳମ୍ବ ହେଉଛି ଫିଡବ୍ୟାକ ନେବେ ସରକାର | କଲ ସେଣ୍ଟରରୁ ପ୍ରତିଦିନ ୫୦ ହିତାଧିକାରୀଙ୍କୁ ଯିବ ଫୋନ 5-T ମାଧ୍ୟମରେ ହିତାଧିକାରୀଙ୍କ ସହ ପ୍ରତ୍ୟକ୍ଷ ଯୋଗାଯୋଗ କରିବୁ: ମନ୍ତ୍ରୀ