Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏଣିକି ସୋସିଆଲ୍‌ ମିଡ଼ିଆରେ ବନ୍ଦ ହେବ ରାଜନୈତିକ ପ୍ରଚାର ଓ ବିଜ୍ଞାପନ
ଆଜିର ଖବର

ଏଣିକି ସୋସିଆଲ୍‌ ମିଡ଼ିଆରେ ବନ୍ଦ ହେବ ରାଜନୈତିକ ପ୍ରଚାର ଓ ବିଜ୍ଞାପନ

October 31, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଏଣିକି ଟ୍ଵିଟରରେ ରାଜନୈତିକ ବିଜ୍ଞାପନ ଛପାଯିବ ନାହିଁ। ନଭେମ୍ବର ୨୨ରୁ ଟ୍ଵିଟର ଏହି ନିୟମ ଲାଗୁ କରିବ। କମ୍ପାନୀର ମୁଖ୍ୟ ଅଧିକାରୀ ଜ୍ୟାକ ଡର୍ସି ଅଧିକାରିକ ଆକାଉଣ୍ଟରେ ଏହି ବିଷୟରେ ସୂଚନା  ଦେଇଛନ୍ତି । ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚରେ ସୋସିଆଲ ମିଡିଆ ନିର୍ବାଚନରେ ବହୁ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲା । ୨୦୧୪ରେ ବିଜେପି ସୋସିଆଲ୍‌ ମିଡିଆର ବହୁଳ ଉପଯୋଗ କରିଥିଲା । ସେହିପରି ୨୦୧୬ରେ ହୋଇଥିବା ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ସୋସିଆଲ୍‌ ମିଡିଆକୁ ବହୁଳ ବ୍ୟବହାର କରାଯାଇଥିଲା । ଏଥିପାଇଁ ବିଶ୍ବସ୍ତରରେ ରାଜନୈତିକ ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇଛି । ବିଜ୍ଞାପନ ଜରିଆରେ ଲୋକଙ୍କ ନିକଟରେ ବାର୍ତ୍ତା ପହଁଚିବା ଉଚିତ୍ ସେମାନଙ୍କୁ କିଣାଯିବା ଉଚିତ୍ ନୁହେଁ। କମରସିଆଲ ବିଜ୍ଞାପନଦାତାଙ୍କ ପାଇଁ ଇଣ୍ଟରନେଟ୍ ଏବଂ ବିଜ୍ଞାପନ ବହୁ ପ୍ରଭାବଶାଳୀ। ଏହା ରାଜନୀତି ପାଇଁ ମହତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଏହା ଜରିଆରେ ଭୋଟରଙ୍କୁ ପ୍ରଭାବିତ କରି ବ୍ୟବହାର କରାଯାଉଛି।  ଭ୍ରମାତ୍ମକ ସୂଚନା ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇବାକୁ ଏଭଳି ପଦକ୍ଷେପ ନିଆଯାଇଛି। ପ୍ରଥମେ ପ୍ରାର୍ଥୀଙ୍କ ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ପରେ ବିଭିନ୍ନ ରାଜନୈତିକ ପ୍ରସଙ୍ଗକୁ ନେଇ ପ୍ରକାଶ ପାଉଥିବା ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇବାକୁ ବିଚାର କରାଯାଇଛି ବୋଲି ଜ୍ୟାକ କହିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

‘ଭାରତ ସାମୁଦ୍ରିକ ସପ୍ତାହ ୨୦୨୫’ ପୂର୍ବରୁ ଭୁବନେଶ୍ବରରେ ରୋଡସୋ

September 24, 2025

ଦେଶରେ ଚିକିତ୍ସା ସ୍ନାତକୋତ୍ତର ଏବଂ ସ୍ନାତକ ଶିକ୍ଷା କ୍ଷମତାରେ ବ୍ୟାପକ ବିସ୍ତାରକୁ କ୍ୟାବିନେଟ ମଞ୍ଜୁରୀ

September 24, 2025

2277.397 କୋଟି ବ୍ୟୟବରାଦ ସହିତ ଡିଏସଆଇଆର ଯୋଜନାକୁ କ୍ୟାବିନେଟ ମଞ୍ଜୁରି

September 24, 2025

ଖୋର୍ଦ୍ଧା: ବିଶ୍ଵ ପର୍ଯ୍ୟଟନ ଦିବସ -୨୦୨୫ ଉପଲକ୍ଷେ କୁଇଜ୍ ପ୍ରତିଯୋଗିତା

September 24, 2025
Latest News

‘ଭାରତ ସାମୁଦ୍ରିକ ସପ୍ତାହ ୨୦୨୫’ ପୂର୍ବରୁ ଭୁବନେଶ୍ବରରେ ରୋଡସୋ

September 24, 2025

ଦେଶରେ ଚିକିତ୍ସା ସ୍ନାତକୋତ୍ତର ଏବଂ ସ୍ନାତକ ଶିକ୍ଷା କ୍ଷମତାରେ ବ୍ୟାପକ ବିସ୍ତାରକୁ କ୍ୟାବିନେଟ ମଞ୍ଜୁରୀ

September 24, 2025

2277.397 କୋଟି ବ୍ୟୟବରାଦ ସହିତ ଡିଏସଆଇଆର ଯୋଜନାକୁ କ୍ୟାବିନେଟ ମଞ୍ଜୁରି

September 24, 2025

ସାମୁଦ୍ରିକ କ୍ଷେତ୍ରକୁ ପୁନର୍ଜୀବିତ କରିବା ପାଇଁ 69,725 କୋଟିର ପ୍ୟାକେଜକୁ ଅନୁମୋଦନ

September 24, 2025

ରେଳ କର୍ମଚାରୀଙ୍କୁ 78 ଦିନ ପାଇଁ ଉତ୍ପାଦକତା ଆଧାରିତ ବୋନସ: କ୍ୟାବିନେଟ୍ ରେ ଅନୁମୋଦନ

September 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.