Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୁଇ ଭାଗ ହେଲା ଟ୍ରେନ୍‌ : ବାଲୁଗାଁ ନିକଟରେ ବିଶାଖା ଏକ୍ସପ୍ରେସ୍‌ରୁ ଅଲଗା ହେଲା ଇଞ୍ଜିନ୍‌
ଆଜିର ଖବର

ଦୁଇ ଭାଗ ହେଲା ଟ୍ରେନ୍‌ : ବାଲୁଗାଁ ନିକଟରେ ବିଶାଖା ଏକ୍ସପ୍ରେସ୍‌ରୁ ଅଲଗା ହେଲା ଇଞ୍ଜିନ୍‌

November 2, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବରରୁ ସିକନ୍ଦରାବାଦ ଯିବାବେଳେ ଦୁଇ ଭାଗ ହେଲା ଟ୍ରେନ୍‌। ଖୋର୍ଦ୍ଧା ବାଲୁଗାଁ ନିକଟରେ ବିଶାଖା ଏକ୍ସପ୍ରେସରୁ ଅଲଗା ହେଲା ଇଞ୍ଜିନ। ବଗି ସହ ଇଞ୍ଜିନ ଯୋଡ଼ାହେବା ପରେ ଘଣ୍ଟାଏ ବିଳମ୍ବରେ ଛାଡ଼ିଲା ଟ୍ରେନ୍। ପୁଣି ସୁବୁଦ୍ଧିପାଟଣା ଛକରେ ବଗିରୁ ଅଲଗା ହେଲା ଇଞ୍ଜିନ, ବଗି ସହ ଇଞ୍ଜିନ ଯୋଡ଼ାହେବା ପରେ ଛାଡ଼ିଲା ଟ୍ରେନ୍। ଏହି ଘଟଣାକୁ ସ୍ବୀକାର କରିଛନ୍ତି ପୂର୍ବତଟ ରେଲଓ୍ବେ କର୍ତ୍ତୃପକ୍ଷ। ଲକିଂ ସିଷ୍ଟମରେ ତ୍ରୁଟି ଯୋଗୁଁ  ଇଞ୍ଜିନ୍‌ ଅଲଗା ହୋଇଯାଇଥିବାର ରେଲ୍‌ଓ୍ବ କହିଛି। ତେବେ ଯାତ୍ରୀ ସୁରକ୍ଷିତ ରହିଛନ୍ତି, କାହାରି କିଛି କ୍ଷତି ହୋଇନଥିବାର ସୂଚନା ଦେଇଛି ରେଲ୍‌ଓ୍ବେ।

 

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମାର୍ଚ୍ଚ ୧୧ ତାରିଖ ବୁଧବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

March 11, 2026

ଭାରତ ସହିତ ସ୍ଥଳ ସୀମା ଲାଗିଥିବା ଦେଶଗୁଡ଼ିକରୁ ନିବେଶ ଉପରେ ମାର୍ଗଦର୍ଶିକାରେ ପରିବର୍ତ୍ତନକୁ ଅନୁମୋଦନ

March 10, 2026

ଏହି ତାରିଖରେ ପ୍ରକାଶ ପାଇବ ୨୦୨୬ ଆଇପିଏଲ କାର୍ଯ୍ୟସୂଚୀ: BCCI ରୁ ମିଳିଲା ଅପଡେଟ୍

March 10, 2026

ପିଆଇବି ଏଡିଜିଙ୍କ ଆକାଶବାଣୀ ପୁରୀ କେନ୍ଦ୍ର ଗସ୍ତ

March 10, 2026
Latest News

ଆଜି ମାର୍ଚ୍ଚ ୧୧ ତାରିଖ ବୁଧବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

March 11, 2026

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026

ଭାରତ ସହିତ ସ୍ଥଳ ସୀମା ଲାଗିଥିବା ଦେଶଗୁଡ଼ିକରୁ ନିବେଶ ଉପରେ ମାର୍ଗଦର୍ଶିକାରେ ପରିବର୍ତ୍ତନକୁ ଅନୁମୋଦନ

March 10, 2026

ଏହି ତାରିଖରେ ପ୍ରକାଶ ପାଇବ ୨୦୨୬ ଆଇପିଏଲ କାର୍ଯ୍ୟସୂଚୀ: BCCI ରୁ ମିଳିଲା ଅପଡେଟ୍

March 10, 2026

ପ୍ରମୁଖ କୃଷି ଫସଲ ଉତ୍ପାଦନର ଦ୍ୱିତୀୟ ଅଗ୍ରୀମ ଆକଳନ ପ୍ରକାଶ କଲା କୃଷି ମନ୍ତ୍ରଣାଳୟ

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.