ଦିଲ୍ଲୀର ତିସହଜାରୀ କୋର୍ଟ ପରିସରରେ ପାର୍କିଂକୁ ନେଇ ପୋଲିସ ଓ ଓକିଲ ମୁହାଁମୁହିଁ ହୋଇଛନ୍ତି। ଓକିଲମାନେ ପୋଲିସ୍ ଗାଡ଼ିକୁ ଭଙ୍ଗାରୁଜା କରିବା ସହିତ କିଛି ପୋଲିସ ଅଧିକାରୀଙ୍କୁ ମଧ୍ୟ ମାଡ ମାରିଛନ୍ତି। ଏହି ଘଟଣାରେ ପୋଲିସ ଗାଡ଼ି ପୋଡାଜଳା ହୋଇଥିବାବେଳେ କିଛି ଓକିଲାମାନେ ମଧ୍ୟ ଆହତ ହୋଇଛନ୍ତି।