ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିରିକ୍ତ ବଜେଟ୍ ଚିଠା ପ୍ରସ୍ତାବକୁ ଅନୁମୋଦନ ମିଳିଛି । ପ୍ରାୟ ୮,୩୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଆକଳନ କରାଯାଇଛି । ଆସନ୍ତା ବିଧାନସଭାରେ ଏହି ଅତିରିକ୍ତ ବଜେଟ୍ ଆଗତ ହେବ ।
ଏବେ ଟ୍ରେନରୁ କ୍ଷେପଣାସ୍ତ୍ର ନିକ୍ଷେପ କଲା ଭାରତ, ଥରିବେ ଶତ୍ରୁ ଦେଶ!: ଅଗ୍ନି ପ୍ରାଇମର ସଫଳ ପରୀକ୍ଷଣSeptember 25, 2025