Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିଜ ଜାଲରେ ନିଜେ ଫଶିଲା ଶିବସେନା, ୫୦-୫୦ ଫର୍ମୁଲା ପାଇଁ ପଓ୍ବାରଙ୍କ ଦାବି
ଆଜିର ଖବର

ନିଜ ଜାଲରେ ନିଜେ ଫଶିଲା ଶିବସେନା, ୫୦-୫୦ ଫର୍ମୁଲା ପାଇଁ ପଓ୍ବାରଙ୍କ ଦାବି

November 12, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ମହାରାଷ୍ଟ୍ର ସରକାରକୁ ନେଇ ଚାଲିଥିବା  ଘଟଣାକ୍ରମରେ ପୁଣିଥରେ ଏକ ନୂଆ ମୋଡ ଆସିଛି । ବିଜେପି ସରକାର ଗଠନ କରିବାକୁ ମନା କରିବା ପରେ ଦ୍ବିତୀୟ ସଂଖ୍ୟା ଗରିଷ୍ଠ ଭାବେ ଶିବସେନାକୁ ସରକାର ଗଠନ କରିବାକୁ ସୁଯୋଗ ମିଳିଥିଲା । କିନ୍ତୁ ୨୪ ଘଣ୍ଟାର ସମୟସୀମା ମଧ୍ୟରେ ବହୁମତ ସାବ୍ୟସ୍ତ କରି ନପାରିବାରୁ ଶିବସେନା ହାତରୁ ଏହି ସରକାର ଗଢିବାର ଅଫର୍‌ ଖସି ଆସି ତୃତୀୟ ସଂଖ୍ୟା ଗରିଷ୍ଠ ଦଳ ଭାବେ ଏନ୍‌ସିପି ପାଖରେ ପହଞ୍ଚିଛି । ଏନ୍‌ସିପିକୁ ମଧ୍ୟ ୨୪ ଘଣ୍ଟାର ମହଲତ ଦିଆଯାଇଛି । ତେବେ ଏନସିପି ରାଜ୍ୟରେସରକାର ଗଢିବାକୁ କସରତ ଚଳାଇଥିବାବେଳେ ଏବେ ଏଥିରେ ନୂଆ ପେଞ୍ଚ ଦେଖିବାକୁ ମିଳିଛି । ଏନ୍‌ସିପି ଏକାକୀ ସରକାର ଗଢିବାକୁ ଅସମର୍ଥ । ଏଥିପାଇଁ ତାଙ୍କୁ ଶିବସେନା ଓ କଂଗ୍ରେସର ସହଯୋଗ ଆବଶ୍ୟକ । ଶିବସେନା ଯେଉଁ ୫୦-୫୦ ଫର୍ମୁଲା ପାଇଁ ୩୦ ବର୍ଷର ସମ୍ପର୍କକୁ ଛିନ୍ନ କଲା । ପୁଣି ଥରେ ସେଇ ୫୦- ୫୦ ଫର୍ମୁଲା ଭିତରେ ଫଶିଯାଇଛି । ଏନ୍‌ସିପି ଶିବସେନାକୁ ୫୦-୫୦ ଫର୍ମୁଲାର ଅଫର୍‌ ଦେଇଛି । ସୂଚନାଯୋଗ୍ୟ, ଶିବସେନା ୫୬ଟି ଆସନ ଜିତିଥିବାବେଳେ ଏନ୍‌ସିପି ୫୪ଟି ଆସନ ଜିତିଛି । ଦେଖିବାକୁ ଗଲେ ମାତ୍ର ଦୁଇଟି ଆସନ କମ୍‌ରେ ରହିଛି ଏନ୍‌ସିପି ।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଯୋଗୁଁ ତୈଳ ମୂଲ୍ୟ ସ୍ଥିର ରହିଛି”: ଆମେରିକାର ରାଷ୍ଟ୍ରଦୂତଙ୍କ ବଡ ବିବୃତ୍ତି

March 11, 2026

ହାଇଦ୍ରାବାଦରୁ ଫୁକେଟ୍ ଯାଉଥିବା ଏୟାର ଇଣ୍ଡିଆ ବିମାନର ହାର୍ଡ ଲ୍ୟାଣ୍ଡିଂ: ଭାଙ୍ଗିଲା ନୋଜ୍ ଗିଅର୍

March 11, 2026

ସୂର୍ଯ୍ୟକୁମାର ଯାଦବଙ୍କ ପରେ କିଏ ହେବେ ଟିମ୍ ଇଣ୍ଡିଆର ନୂଆ ଟି-୨୦ ଅଧିନାୟକ?: ଜାଣନ୍ତୁ

March 11, 2026

ନିଶ୍ଚିତ ହେଲା କେବେ ମିଳିବ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୨୨ ତମ କିସ୍ତି?: ଜାଣନ୍ତୁ…

March 11, 2026
Latest News

ଭାରତ ଯୋଗୁଁ ତୈଳ ମୂଲ୍ୟ ସ୍ଥିର ରହିଛି”: ଆମେରିକାର ରାଷ୍ଟ୍ରଦୂତଙ୍କ ବଡ ବିବୃତ୍ତି

March 11, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ସରକାରଙ୍କ ବଡ ନିଷ୍ପତ୍ତି: ୧୧,୬୮୨ଟି ନୂତନ MBBS ସିଟ୍ ଏବଂ ୪୩ଟି ନୂତନ ମେଡିକାଲ୍ କଲେଜକୁ ମଞ୍ଜୁରୀ

March 11, 2026

ହାଇଦ୍ରାବାଦରୁ ଫୁକେଟ୍ ଯାଉଥିବା ଏୟାର ଇଣ୍ଡିଆ ବିମାନର ହାର୍ଡ ଲ୍ୟାଣ୍ଡିଂ: ଭାଙ୍ଗିଲା ନୋଜ୍ ଗିଅର୍

March 11, 2026

ସୂର୍ଯ୍ୟକୁମାର ଯାଦବଙ୍କ ପରେ କିଏ ହେବେ ଟିମ୍ ଇଣ୍ଡିଆର ନୂଆ ଟି-୨୦ ଅଧିନାୟକ?: ଜାଣନ୍ତୁ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.