Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦିଲ୍ଲୀରେ ବଢିପାରେ ଅଡ୍‌-ଇଭିନ୍‌ର ସମୟସୀମା
ଆଜିର ଖବର

ଦିଲ୍ଲୀରେ ବଢିପାରେ ଅଡ୍‌-ଇଭିନ୍‌ର ସମୟସୀମା

November 15, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
delhi cm criticised modi
delhi cm criticised modi

ରାଜଧାନୀ ଦିଲ୍ଲୀରେ ବଢୁଥିବା ପ୍ରଦୂଷଣ ସମସ୍ୟା ଏବେ ଚିନ୍ତାର ବିଷୟ । ସେଠାରେ ପ୍ରଦୂଷଣ ପାଇଁ ଦିଲ୍ଲୀ ଏନ୍‌ସିଆର ସ୍କୁଲ ଗୁଡ଼ିକୁ ଛୁଟି ଦିଆଯାଇଛି । ଦୀପାବଳି ପରଠାରୁ ଦିଲ୍ଲୀର ବାୟୁର ଗୁଣବତ୍ତା ସ୍ତର ଅତି ନିମ୍ନମାନକୁ ଖସିଆସିଛି । ଦିଲ୍ଲୀରେ ପ୍ରଦୂଷଣମାତ୍ରାକୁ ଦୃଷ୍ଟିରେ ରଖି ନଭେମ୍ବର ୪ରୁ ୧୫ ପର୍ଯ୍ୟନ୍ତ ଅଡ୍‌-ଇଭିନ୍‌ ସ୍କିମ୍‌ ଯୋଜନା ଲାଗୁ କରାଯାଇଥିଲା । ତେବେ ଦିଲ୍ଲୀର ବାୟୁମଣ୍ଡଳରେ କୌଣସି ପରିବର୍ତ୍ତନ ଘଟିନଥିବାବେଳେ ପ୍ରଦୂଷଣର ମାତ୍ରା ମଧ୍ୟ ସେହିପରି ରହିଛି । ଏହାକୁ ଦୃଷ୍ଟିରେ ରଖି ଅଡ୍‌-ଇଭିନ୍‌ ସ୍କିମ୍‌ର ସମୟସୀମା ବୃଦ୍ଧି କରାଯିବା ନେଇ ଅନୁମାନ କରାଯାଉଛି । ଆଜି ମୁଖ୍ୟମନ୍ତ୍ରୀ କେଜରିୱାଲ ଅଡ ଇଭିନ୍ ସ୍କିମର ସମୟସୀମା ବୃଦ୍ଧି ନେଇ କହିଛନ୍ତି ଯେ, ସମୟସୀମା ବୃଦ୍ଧି ହେବ କି ନାହିଁ ତାହା ସୋମବାର ନିଷ୍ପତ୍ତି ନିଆଯିବ। ତେବେ ଦିଲ୍ଲୀ ଏନସିଆରରେ ପ୍ରଦୂଷଣର ମାତ୍ରା ବୃଦ୍ଧି ନଡା ଜଳାଇବା କାରଣରୁ ହେଉଛି ବୋଲି ସେ କହିଛନ୍ତି। ତେବେ ଦିଲ୍ଲୀର ପ୍ରଦୂଷଣର ମାତ୍ରା କେବଳ ଏନସିଆରରେ ନୁହେଁ ନୋଏଡା, ଗୁରୁଗ୍ରାମ, ଗାଜିୟାବାଦ, ଏବଂ ଅନ୍ୟ ଆଖପାଖ ଅଞ୍ଚଳରେ ସ୍ଥିତି ଗମ୍ଭୀର ରହିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନୀ ଖେଳାଳିଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ!: ବିସିସିଆଇ ଦାଖଲ କଲା ଅଭିଯୋଗ

September 25, 2025

ରାଜ୍ୟରେ ଦକ୍ଷତା ବିକାଶ କ୍ଷେତ୍ରରେ ଉତ୍କର୍ଷ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

September 25, 2025

ନବରାତ୍ରୀର ଚତୁର୍ଥ ଦିନରେ ମା’ କୁଷ୍ମାଣ୍ଡାଙ୍କୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

September 25, 2025

ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ TPCODL ର ଇଂଜିନିୟର

September 25, 2025
Latest News

ଶ୍ରୀମୟୀ ମିଶ୍ର ବିଜେଡିରୁ ନିଲମ୍ବିତ ନେଇ ନାରୀ ନେତ୍ରୀ ସୁନୀତ ମୁଣ୍ଡ୍ ଏମିତି କାହିଁକି କହିଲେ……

September 25, 2025

ପାକିସ୍ତାନୀ ଖେଳାଳିଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ!: ବିସିସିଆଇ ଦାଖଲ କଲା ଅଭିଯୋଗ

September 25, 2025

ଘୋଷଣା ହେଲା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ: ବାଦ ପଡିଲେ କରୁଣ ନାୟାର

September 25, 2025

ରାଜ୍ୟରେ ଦକ୍ଷତା ବିକାଶ କ୍ଷେତ୍ରରେ ଉତ୍କର୍ଷ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

September 25, 2025

ନବରାତ୍ରୀର ଚତୁର୍ଥ ଦିନରେ ମା’ କୁଷ୍ମାଣ୍ଡାଙ୍କୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

September 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.