ସମୀକ୍ଷା ବ୍ୟୁରୋ
୯ଜଣ ଡିଏସ୍ପିଙ୍କୁ ପଦୋନ୍ନତି ମିଳିଛି। ଏହି ସମସ୍ତ ଡିଏସ୍ପିଙ୍କୁ ଅତିରିକ୍ତ ଏସ୍ପି ପାହ୍ୟାକୁ ପଦୋନ୍ନତି ଦେଇ ରାଜ୍ୟ ସରକାର। ପଦୋନ୍ନତି ମିଳିଥିବା ଡିଏସ୍ପିଙ୍କ ମଧ୍ୟରେ ରହିଛନ୍ତି ପ୍ରଦୀପ ଜାଲି, ମନୋରଞ୍ଜନ ପ୍ରଧାନ, ବିପିନ୍ ବେହେରା, ଇତିକାନ୍ତ ମହାପାତ୍ର, ଜ୍ଞାନରଞ୍ଜନ, କିଶୋର ପାଣିଗ୍ରାହୀ, ପ୍ରମୋଦ ରଥ, ସୟଦ ମୁଜିବର ରେହମାନ ଓ ସୁଦାମ ସାହୁ ପ୍ରମୁଖ।