Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ମଲଙ୍ଗ୍‌’ର ଫାଷ୍ଟ ଲୁକ୍‌ ଜାରି : ଆଦିତ୍ୟ ଓ ଦିଶାଙ୍କ ଶାନଦାର୍‌ କେମେଷ୍ଟ୍ରି
ଆଜିର ଖବର

‘ମଲଙ୍ଗ୍‌’ର ଫାଷ୍ଟ ଲୁକ୍‌ ଜାରି : ଆଦିତ୍ୟ ଓ ଦିଶାଙ୍କ ଶାନଦାର୍‌ କେମେଷ୍ଟ୍ରି

November 17, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆଦିତ୍ୟ ରୟ କପୁର୍ ଓ ଦିଶା ପଟ୍ଟାନୀଙ୍କ ଅଭିନୀତ ଅପକମିଙ୍ଗ ଫିଲ୍ମ ‘ମଲଙ୍ଗ୍’ର ଫାଷ୍ଟ ଲୁକ୍ ରିଲିଜ୍ ହୋଇଛି।  ଫିଲ୍ମର ନିର୍ଦ୍ଦେଶକ ମୋହିତ୍ ସୁରୀ ଫିଲ୍ମର ଫାଷ୍ଟ ଲୁକ୍ ଜାରି କରି ଆଦିତ୍ୟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଫିଲ୍ମରେ ଆଦିତ୍ୟ ଓ ଦିଶାଙ୍କ ଫ୍ରେସ୍ ଯୋଡ଼ି ବେଶ୍ ଆକର୍ଷକ ଲାଗୁଛି । ମୋହିତ ଏହି ଫଟୋକୁ ସେୟା କରି ଲେଖିଛନ୍ତି ଯ, ଚାଲନ୍ତୁ କିଛି ସମୟ ମଜା କରିବା ପାଇଁ ଗୋଆ ଯିବା….. ପାଗଲ ଆଦି ତୁମକୁ ତୁମ ଜନ୍ମଦିନର ଶୁଭେଚ୍ଛା’ । ଏହି ଫାଷ୍ଟଲୁକ୍ରେ ବିଦେଶୀଙ୍କ ମଧ୍ୟରେ ଆଦିତ୍ୟ ରୟ କପୁର୍ ଓ ଦିଶା ପଟ୍ଟାନୀ ନଜର ଆସିଛନ୍ତି । ଆଦିତ୍ୟ ବିନା ସାର୍ଟରେ ସନଗ୍ଲାସ୍‌ ଲଗାଇ ବେଶ୍ କୁଲ୍ ନଜର ଆସିଥିବାବେଳେ ଦିଶା ବହୁତ୍ ସୁନ୍ଦର ଲାଗୁଛନ୍ତି । ଏହି ଫଟୋରେ ଦୁହିଁଙ୍କ କେମେଷ୍ଟ୍ରିକୁ ଦର୍ଶକେ ବେଶ୍‌ ପସନ୍ଦ କରିଛନ୍ତି ।  ଏହି ସିନ୍‌ଟି  ହ୍ରିଥିକ୍ ଓ କ୍ୟାଟ୍ରିନାଙ୍କ ଅଭିନୀତ ‘ଜିନ୍ଦଗୀ ନା ମିଲେଗୀ ଦୋବାରା’ର ସିନ୍ ମନେ ପକାଇ ଦେଉଛି । ଏହି ଫିଲ୍ମରେ ଆଦିତ୍ୟ-ଦିଶାଙ୍କ ବ୍ୟତୀତ କୁନାଲ ଖେମୁ, ଅନିଲ୍ କପୁର୍, ଅମୃତା ଖାନ୍ବିଲକର୍ ପ୍ରମୁଖ ଅଭିନୟ କରିଛନ୍ତି । ଫିଲ୍ମଟି ଗୋଆ ଓ ମରିସସ୍ ଆଦି ସୁନ୍ଦର ଲୋକେସନ୍ରେ ଶୁଟିଂ ହୋଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026

ପଦ୍ମ ଧରିଲେ ରବୀନ୍ଦ୍ର ଜେନା: ଗତକାଲି ବିଜେଡ଼ି ରୁ ଦେଇଥିଲେ ଇସ୍ତଫା

March 11, 2026
Latest News

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026

କଂଗ୍ରେସକୁ ବାହୁଡ଼ିଲେ ନିମାପଡାର ବରିଷ୍ଠ ନେତା ସତ୍ୟବ୍ରତ ପାତ୍ର

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.