Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୧୬ଟି ଭାଷାରେ ହେବ ୨୦୨୧ ଜନଗଣନା : ଗୃହ ମନ୍ତ୍ରାଳୟ
ଆଜିର ଖବର

୧୬ଟି ଭାଷାରେ ହେବ ୨୦୨୧ ଜନଗଣନା : ଗୃହ ମନ୍ତ୍ରାଳୟ

November 20, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

୨୦୨୧ ମସିହାର ଜନଗଣନା ୧୬ଟି ଭାଷାରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ଲୋକସଭାରେ ଏକ ପ୍ରଶ୍ନର ଉତ୍ତରଦେବା ଅବସରରେ ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ସୂଚନା ଦେଇଛନ୍ତି। ମଙ୍ଗଳବାର ଲୋକସଭାରେ ରାୟ ଏହି ସୂଚନା ଦେଇଛନ୍ତି। ୨୦୨୧ରେ ହେବାକୁ ଥିବା ଜନଗଣନା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଘର ଗଣନା ହେବ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଜନଗଣନା ଫେବୃୟାରୀ ୯, ୨୦୨୧ରୁ ଫେବୃୟାରୀ ୨୮, ୨୦୨୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ୨୦୨୧ ଜନଗଣନା ୧୬ଟି ଭାଷାରେ ଅନୁଷ୍ଠିତ ହେବାକୁ ଥିବା ବେଳେ ସମୁଦାୟ ୮୭୫୪.୨୩କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ନିଜ ଜୀବନ ତ୍ୟାଗ ପାଇଁ ମକର ସଂକ୍ରାନ୍ତି ଦିନକୁ କାହିଁକି ବାଛିଥିଲେ ଭୀଷ୍ମ ପିତାମହ, ଜାଣନ୍ତୁ

January 14, 2026

ଆଜି ମକର ସଂକ୍ରାନ୍ତି: ଏହି ଦିନକୁ କାହିଁକି ପବିତ୍ର ଦିନ ବୋଲି ଧରାଯାଏ? ଜାଣନ୍ତୁ କାରଣ

January 14, 2026

ଆଜି ହେଉଛି ମକର ସଂକ୍ରାନ୍ତି: ଜାଣନ୍ତୁ ଏହି ବିଶେଷ ଦିନରେ କଣ କଲେ ଆପଣଙ୍କୁ ମିଳିବ ସଫଳତା

January 14, 2026

ଆଜି ଜାନୁୟାରୀ ୧୪ ତାରିଖ ବୁଧବାରରେ ପାଞ୍ଚୋଟି ରାଶି ଉପରେ ସନ୍ତୁଷ୍ଠ ଅଛନ୍ତି କୁବେର ଦେବ

January 14, 2026
Latest News

ନିଜ ଜୀବନ ତ୍ୟାଗ ପାଇଁ ମକର ସଂକ୍ରାନ୍ତି ଦିନକୁ କାହିଁକି ବାଛିଥିଲେ ଭୀଷ୍ମ ପିତାମହ, ଜାଣନ୍ତୁ

January 14, 2026

Makar Sankranti: ଆଜି ରାଜଧାନୀରେ ଜମିବ ମକର ମାହୋଲ, ଶିଶିର ସରସ ମେଳାରେ ଉଡିବ ଗୁଡ଼ି 

January 14, 2026

ପଶ୍ଚିମବଙ୍ଗ ଏବଂ ଆସାମରୁ ଭାରତର କୋଣ ଅନୁକୋଣ ପର୍ଯ୍ୟନ୍ତ ଚାଲିବ ନଅଟି ଅମୃତ ଭାରତ ଟ୍ରେନ

January 14, 2026

ଆଜି ମକର ସଂକ୍ରାନ୍ତି: ଏହି ଦିନକୁ କାହିଁକି ପବିତ୍ର ଦିନ ବୋଲି ଧରାଯାଏ? ଜାଣନ୍ତୁ କାରଣ

January 14, 2026

ଆଜି ହେଉଛି ମକର ସଂକ୍ରାନ୍ତି: ଜାଣନ୍ତୁ ଏହି ବିଶେଷ ଦିନରେ କଣ କଲେ ଆପଣଙ୍କୁ ମିଳିବ ସଫଳତା

January 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.