Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହାରିସ୍‌ ସିଲ୍ଡ ଟୁର୍ଣ୍ଣାମେଣ୍ଟ : ସମସ୍ତ ବ୍ୟାଟ୍ସମ୍ୟାନ୍‌ ଶୂନରେ ଆଉଟ
ଆଜିର ଖବର

ହାରିସ୍‌ ସିଲ୍ଡ ଟୁର୍ଣ୍ଣାମେଣ୍ଟ : ସମସ୍ତ ବ୍ୟାଟ୍ସମ୍ୟାନ୍‌ ଶୂନରେ ଆଉଟ

November 21, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇରେ ଅନୁଷ୍ଠିତ ହାରିସ୍‌ ସିଲ୍‌ଡ ଟୁର୍ଣ୍ଣାମେଣ୍ଟରେ ଚିଲ୍ଡ୍ରେନ୍ସ ଏକାଡେମୀ ଅନ୍ଧେରୀ ଏକ ଅଲୋଡା ରେକର୍ଡ ହାସଲ କରିଛି। 16 ବର୍ଷରୁ କମ୍‌ ବିଭାଗର ଏକ ମ୍ୟାଚ୍‌ରେ ଦଳ ମାତ୍ର 7 ରନ୍‌ରେ ଅଲ୍‌ଆଉଟ ହୋଇଥିବା ବେଳେ ଦଳର ଜଣେ ବି ଖେଳାଳି ଖାତା ଖୋଲିବାରେ ସକ୍ଷମ ହୋଇନଥିଲେ। ସ୍ବାମୀ ବିବେକାନନ୍ଦ ଇଣ୍ଟରନ୍ୟାସନାଲ ସ୍କୁଲ(ଏସ୍‌ଭିଆଇଏସ୍‌) ବୋରିଭଲି ଏହି ମ୍ୟାଚ୍‌ରେ 754 ରନ୍‌ରେ ବିଜୟୀ ହୋଇଛି। ଆଜାଦ ମୈଦାନରେ ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ଏସ୍‌ଭିଆଇଏସ୍‌ ପକ୍ଷରୁ ମିତ୍‌ ମାୟେକର୍‌ 134 ବଲ୍‌ରୁ 338 ରନ୍‌ ସଂଗ୍ରହ କରିଥିଲେ। ଏସ୍‌ଭିଆଇଏସ୍‌ 39 ଓଭରରେ 4 ଓ୍ବିକେଟ ହରାଇ 605 ରନ୍‌ ସଂଗ୍ରହ କରିଥିବା ବେଳେ ଓଭର ପୂରା ନ କରିବା କାରଣରୁ ଚିଲ୍ଡ୍ରେନ୍ସ ଏକାଡେମୀକୁ 156 ରନ୍‌ର ପେନାଲ୍ଟି ମିଳିଥିଲା। ଏସ୍‌ଭିଆଇଏସ୍‌ ପକ୍ଷରୁ ଆଲୋକ ପାଲ 3 ରନ୍‌ରେ 6ଟି ଏବଂ ଭେରୋଡ ଭେଜ୍‌ 3 ରନ୍‌ରେ ଦୁଇଟି ଓ୍ବିକେଟ ଅକ୍ତିଆର କରିଥିଲେ। 7 ରନ୍‌ ମଧ୍ୟରୁ 6 ରନ୍‌ ଓ୍ବାଇଡ୍‌ରୁ ଆସିଥିବା ଏକ ରନ୍‌ ବାଇରୁ ମିଳିଥିଲା।

worldrecord
Share. Facebook Twitter LinkedIn Email WhatsApp Copy Link

Related Posts

ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ: ୧୧୦ ସୈନିକ କରୁଥିଲେ ଯାତ୍ରା

March 24, 2026

ଆଜି ମାର୍ଚ୍ଚ ୨୪ ତାରିଖ ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 24, 2026

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026
Latest News

ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ: ୧୧୦ ସୈନିକ କରୁଥିଲେ ଯାତ୍ରା

March 24, 2026

ବାଧାମୁକ୍ତ ଜାହାଜ ଚଳାଚଳ ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ

March 24, 2026

ଇରାନ ଯୁଦ୍ଧ କେବେ ଶେଷ ହେବ?: ଦିନ ଧାର୍ଯ୍ୟ କଲା ଆମେରିକା, ମଧ୍ୟସ୍ଥତା କରିବ ପାକିସ୍ତାନ

March 24, 2026

ଆଜି ମାର୍ଚ୍ଚ ୨୪ ତାରିଖ ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 24, 2026

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.