Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏକା ସମୟରେ ଗୋଟିଏ ପରିବାରର ଦୁଇ ସଦସ୍ୟ ହେଲେ ଶ୍ରୀଲଙ୍କାର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଆଜିର ଖବର

ଏକା ସମୟରେ ଗୋଟିଏ ପରିବାରର ଦୁଇ ସଦସ୍ୟ ହେଲେ ଶ୍ରୀଲଙ୍କାର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

November 21, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଶ୍ରୀଲଙ୍କାର ନବନିର୍ବାଚିତ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷା ନିଜ ବଡ଼ ଭାଇ ତଥା ପୂର୍ବ ରାଷ୍ଟ୍ରପତି ତଥା ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷାଙ୍କୁ ପୁନର୍ବାର ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଶ୍ରୀଲଙ୍କା ରାଜନୈତିକ ଇତିହାସରେ ଏହା ପ୍ରଥମ ଥର ନୁହେଁ ଯେ, ଗୋଟିଏ ପରିବାରର ଦୁଇ ସଦସ୍ୟ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ପଦବୀରେ ରହିଛନ୍ତି। ଏହା ପୂର୍ବରୁ ଏଭଳି ଘଟଣା ଘଟିସାରିଛି। ପୂର୍ବ ରାଷ୍ଟ୍ରପତି ଚନ୍ଦ୍ରିକା କୁମାରତୁଙ୍ଗା ନିଜ ମା’ ତଥା ଶ୍ରୀଲଙ୍କାର ବରିଷ୍ଠ ମହିଳା ନେତା ସିରିମାଓ ଭଣ୍ଡାରନାୟେକଙ୍କୁ ପ୍ରଧାନମନ୍ତ୍ରୀ ରୂପେ ନିଯୁକ୍ତ କରିଥିଲେ। ପୂର୍ବରୁ ସିରିମାଓ  ଦୁଇ ଦୁଇ ଥର ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଦାୟିତ୍ବରେ ରହିଥିଲେ। ପ୍ରଥମ ଥର ୧୯୬୦ରୁ ୧୯୬୫ ପର୍ଯ୍ୟନ୍ତ ଓ ଦ୍ବିତୀୟ ଥର ୧୯୭୦ରୁ ୧୯୭୭ ପର୍ଯ୍ୟନ୍ତ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ହୋଇଥିଲେ।  ସେହିପରି ମହିନ୍ଦ୍ରା ରାଜପକ୍ଷା ୨୦୦୫ରୁ ୨୦୧୫ ମଧ୍ୟରେ ଶ୍ରୀଲଙ୍କାର ରାଷ୍ଟ୍ରପତି ରହିଥିଲେ। ସୂଚନାଯୋଗ୍ୟ ଯେ, ଏହି ସମୟରେ ତାଙ୍କ ଭାଇ ଗୋଟାବାୟା ରାଜପକ୍ଷା ପ୍ରତିରକ୍ଷା ମନ୍ତ୍ରୀ ରହିଥିଲେ।

ପେଶାରେ ଓକିଲ ରହିଥିବାବେଳେ ମହିନ୍ଦ୍ରା ରାଜପକ୍ଷା ୧୯୭୦ରେ ପ୍ରଥମଥର ପାଇଁ ଶ୍ରୀଲଙ୍କା ସଂସଦ ପାଇଁ ମନୋନୀତ ହୋଇଥିଲେ।  ସେତେବେଳେ ତାଙ୍କ ବୟସ ମାତ୍ର ୨୫ ବର୍ଷ ଥିଲା। ପ୍ରଥମଥର ପାଇଁ ୨୦୦୪ରେ ପ୍ରଧାନମନ୍ତ୍ରୀ ରୂପେ ନିର୍ବାଚିତ ହୋଇଥିଲେ, ଏବଂ ତା’ ପରବର୍ଷ ରାଷ୍ଟ୍ରପତି ହୋଇଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଚୀନ୍ ଏବଂ ପାକିସ୍ତାନ ତୁଳନାରେ କାହିଁକି ଶସ୍ତା ଭାରତରେ ମୋବାଇଲ୍ ଡାଟା?: ଜାଣନ୍ତୁ କାରଣ

December 21, 2025

ଲକ୍ଷ୍ନୌରେ ୬୫ ଫୁଟ ଉଚ୍ଚତା ବିଶିଷ୍ଟ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

December 21, 2025

ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି ଭିତରକନିକା ଜାତୀୟ ଉଦ୍ୟାନ

December 21, 2025

ନବରଙ୍ଗପୁର ଜିଲ୍ଲାର ଡାବୁଗାଁଠାରେ ସାଂସଦ ଖେଳ ମହୋତ୍ସବ ଉଦଘାଟିତ

December 21, 2025
Latest News

ଚୀନ୍ ଏବଂ ପାକିସ୍ତାନ ତୁଳନାରେ କାହିଁକି ଶସ୍ତା ଭାରତରେ ମୋବାଇଲ୍ ଡାଟା?: ଜାଣନ୍ତୁ କାରଣ

December 21, 2025

ବିଏସଏଫ କନଷ୍ଟେବଳ ନିଯୁକ୍ତିରେ ୫୦% ସଂରକ୍ଷଣ ପାଇବେ ଅଗ୍ନିବୀର, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ

December 21, 2025

ଲକ୍ଷ୍ନୌରେ ୬୫ ଫୁଟ ଉଚ୍ଚତା ବିଶିଷ୍ଟ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

December 21, 2025

ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି ଭିତରକନିକା ଜାତୀୟ ଉଦ୍ୟାନ

December 21, 2025

ନବରଙ୍ଗପୁର ଜିଲ୍ଲାର ଡାବୁଗାଁଠାରେ ସାଂସଦ ଖେଳ ମହୋତ୍ସବ ଉଦଘାଟିତ

December 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.