Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପିଆଜକୁ ନେଇ ରାଜନୀତି : ୩୫ ଟଙ୍କା କିଲୋ ହିସାବରେ ପିଆଜ ବାଣ୍ଟିଲେ ପପୁ ଯାଦବ
ଆଜିର ଖବର

ପିଆଜକୁ ନେଇ ରାଜନୀତି : ୩୫ ଟଙ୍କା କିଲୋ ହିସାବରେ ପିଆଜ ବାଣ୍ଟିଲେ ପପୁ ଯାଦବ

December 3, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ପାଟନା, ୩/୧୨:  ଦେଶରେ ଦେଢ ମାସରୁ ଉର୍ଦ୍ଧ୍ବ ହେବ ପିଆଜର ଦର ଆକାଶ ଛୁଆଁ ରହିଛି । ପିଆଜ କିଲୋ ପ୍ରତି ୧୦୦ ଟଙ୍କା ରହିଥିବାବେଳେ ପିଆଜକୁ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି । ଏବେ ପିଆଜକୁ ନେଇ ସମସ୍ତ ରାଜନୈତିକ ଦଳ ରାଜନୀତି କରୁଥିବାର ନଜର ଆସିଲେଣି । ପାଟନାରେ ପିଆଜ କିଲୋ ପ୍ରତି ୯୦ ଟଙ୍କା ରହିଥିବାବେଳେ ଜନଅଧିକାର ଦଳର ଅଧ୍ୟକ୍ଷ ପପୁ ଯାଦବ ୩୫ ଟଙ୍କା କିଲୋରେ ପିଆଜ ବାଣ୍ଟିଛନ୍ତି । ପପୁ ଯାଦବ ପିଆଜକୁ ନେଇ ସମସ୍ତ ବିପିଏଲ୍‌ ଧାରକଙ୍କୁ ୩୫ ଟଙ୍କା କିଲୋ ହିସାବରେ ୧୦ କିଲୋ ପିଆଜ ଦେବେ ବୋଲି କହିଛନ୍ତି । ଏପରିକି ବିଜେପି ଅଫିସ୍‌ ବାହାରେ ସେ  ୩୫ ଟଙ୍କା କିଲୋ ହିସାବରେ ପିଆଜ ମଧ୍ୟ ବଣ୍ଟନ କରିଛନ୍ତି । ପିଆଜକୁ କିଣିବାକୁ ନେଇ ସେହି ଅଞ୍ଚଳରେ ବହୁତ ଭିଡ ମଧ୍ୟ ହୋଇଥିଲା। ପିଆଜ ଦର ଉପରେ ସରକାର ଲଗାମ ଲଗାଇପାରୁନଥିବାବେଳେ ସଂସଦରେ ପିଆଜକୁ ନେଇ ବିରୋଧୀମାନେ ସରକାରଙ୍କ ଦୃଢ ବିରୋଧ କରୁଛନ୍ତି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

IPL 2026 ପୂର୍ବରୁ ‘ଫିକ୍ସିଂ’ କ୍ରିକେଟ୍ ଜଗତରେ ହଇଚଇ: ପୂର୍ବତନ KKR ଖେଳାଳି ନିଲମ୍ବିତ

March 12, 2026

ଅଡୁଆରେ ହାର୍ଦ୍ଦିକ ପାଣ୍ଡ୍ୟା!: ଜାତୀୟ ପତାକାକୁ ଅପମାନ କରିଥିବା ଅଭିଯୋଗରେ ମାମଲା ରୁଜୁ

March 12, 2026

ଅପରେସନ ସାଇବର କବଚ: ୩୬୫ ଅଭିଯୁକ୍ତ ଗିରଫ

March 12, 2026

ଆଇଜର କ୍ୟାମ୍ପସରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

March 12, 2026
Latest News

IPL 2026 ପୂର୍ବରୁ ‘ଫିକ୍ସିଂ’ କ୍ରିକେଟ୍ ଜଗତରେ ହଇଚଇ: ପୂର୍ବତନ KKR ଖେଳାଳି ନିଲମ୍ବିତ

March 12, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଦେଶରେ ତୈଳ ସଙ୍କଟ ଉପରେ ସଂସଦରେ ଚର୍ଚ୍ଚା: ଜାଣନ୍ତୁ କ’ଣ କହିଲେ କେନ୍ଦ୍ର ମନ୍ତ୍ରୀ?

March 12, 2026

ଅଡୁଆରେ ହାର୍ଦ୍ଦିକ ପାଣ୍ଡ୍ୟା!: ଜାତୀୟ ପତାକାକୁ ଅପମାନ କରିଥିବା ଅଭିଯୋଗରେ ମାମଲା ରୁଜୁ

March 12, 2026

ଅପରେସନ ସାଇବର କବଚ: ୩୬୫ ଅଭିଯୁକ୍ତ ଗିରଫ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.