Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦିଲ୍ଲୀରେ ଫ୍ରି ଓ୍ବାଇଫାଇ, ମିଳିବ ୧୫ ଜିବି ଫ୍ରି ଡାଟା
ଆଜିର ଖବର

ଦିଲ୍ଲୀରେ ଫ୍ରି ଓ୍ବାଇଫାଇ, ମିଳିବ ୧୫ ଜିବି ଫ୍ରି ଡାଟା

December 4, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Arabind kejeriwal target bjp after imran's remark
Arabind kejeriwal target bjp after imran's remark

ନୂଆଦିଲ୍ଲୀ, ୪/୧୨: ଦିଲ୍ଲୀରେ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରୀଓ୍ବାଲ ବୁଧବାର ଏକ ଘୋଷଣା କରିଛନ୍ତି । ଆମ୍‌ ଆଦ୍‌ମୀ ପାର୍ଟି ତରଫରୁ ପ୍ରି ଓ୍ବାଇଫାଇର ଘୋଷଣା କରାଯାଇଛି।  ପ୍ରଥମ ପର୍ଯ୍ୟାୟରେ ସମସ୍ତ ବସ୍‌ ଷ୍ଟାଣ୍ଟ୍‌ରେ ୩୦୦୦ ଓ୍ବାଇଫାଇ ହଟ୍‌ସ୍ପଟ୍‌ ଲାଗିବ । ପୂରା ଦିଲ୍ଲୀ ସହରରେ ମୋଟ୍‌ ୧୧୦୦୦ ହଟ୍‌ସ୍ପଟ୍‌ ଲାଗିବ । ପ୍ରତି ୟୁର୍ଜସକୁ ପ୍ରତି ମାସ ୧୫ ଜିବି ଫ୍ରି ଡାଟା ମିଳିବ ବୋଲି ଘୋଷଣା କରାଯାଇଛି । ଏହି ଯୋଜନା ଆସନ୍ତା ଡିସେମ୍ବର ୧୬ ତାରିଖରୁ ଆରମ୍ଭ କରାଯିବ ।

ଫ୍ରି ଓ୍ବାଇଫାଇ ସେବାକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିସାରିଥିବାବେଳେ ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଲାଣି । କ୍ୟାବିନେଟ୍‌ ଅଗଷ୍ଟ ୮ ତାରିଖରେ ୪୦୦୦ ବସଷ୍ଟାଣ୍ଡ ଓ ବିଧାନସଭାରେ ୧୦୦ ହଟ୍‌ସ୍ପଟ୍‌ ଲଗାଇବା ନେଇ ମଞ୍ଜୁରୀ ଦେଇଛି । ହଟ୍‌ସ୍ପଟ୍‌ରୁ ୫୦ ମିଟର ଦୂର ମଧ୍ୟରେ ମହଜୁଦ ଲୋକେ ଏହି ଫ୍ରି ଓ୍ବାଇଫାଇ ସେବା ଉପଲବ୍ଧ ହୋଇପାରିବେ । ଏଥିପାଇଁ ସରକାର ପାଖାପାଖି ୧୦୦୦ କୋଟି ଖର୍ଚ୍ଚ କରିବେ । ୨୦୧୫ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି ଦିଲ୍ଲୀରେ ଫ୍ରି ଓ୍ବାଇଫାଇ ସେବା ଯୋଗାଇବା ନେଇ ପ୍ରତିଶ୍ରୁତି ଦେଇଥିଲା। ଏବେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ପ୍ରତିଶ୍ରୁତି ପାଳନ କରୁଛି । (ଏଜେନ୍ସି)

aravindkejeriwal delhi
Share. Facebook Twitter LinkedIn Email WhatsApp Copy Link

Related Posts

Cold Wave in Odisha: ଶୀତରେ ଥରୁଛି ସାରା ରାଜ୍ୟ, ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ଲାଗି ରହିବ

November 16, 2025

ଖୋର୍ଦ୍ଧାରେ ପ୍ରାଣନାଥ ଜୟନ୍ତୀ ସମାରୋହରେ ଯୋଗଦେଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

November 16, 2025

Gold Loan: ବ୍ୟାଙ୍କ ଅପେକ୍ଷା ଘରୋଇ କଂପାନୀ ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି ପାଉଛି

November 16, 2025

ଗଣତନ୍ତ୍ରରେ ସମସ୍ତଙ୍କର ମତାମତ ପ୍ରକାଶ କରିବାର ଅଧିକାର ଅଛି: ଉପରାଷ୍ଟ୍ରପତି

November 16, 2025
Latest News

Electric Vehicle Market: ଦେଶରେ ବୃଦ୍ଧି ପାଇବାରେ ଲାଗିଛି ଚାଇନା କଂପାନୀ ଇଭି ଗାଡି

November 16, 2025

Cold Wave in Odisha: ଶୀତରେ ଥରୁଛି ସାରା ରାଜ୍ୟ, ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ଲାଗି ରହିବ

November 16, 2025

ପୁଣି ଶ୍ରୀମୟୀ ମିଶ୍ରଙ୍କ ଧମକା, ଏଥର ବିଜେଡି ନେତା ସନ୍ତୃପ୍ତ ମିଶ୍ରଙ୍କୁ କଲେ ଟାର୍ଗେଟ

November 16, 2025

ଖୋର୍ଦ୍ଧାରେ ପ୍ରାଣନାଥ ଜୟନ୍ତୀ ସମାରୋହରେ ଯୋଗଦେଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

November 16, 2025

Gold Loan: ବ୍ୟାଙ୍କ ଅପେକ୍ଷା ଘରୋଇ କଂପାନୀ ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି ପାଉଛି

November 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.