Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲଭ୍‌ ରଞ୍ଜନଙ୍କ ଆଗାମୀ ଫିଲ୍ମରେ ରଣବୀର୍‌ ଓ ଶ୍ରଦ୍ଧା
ଆଜିର ଖବର

ଲଭ୍‌ ରଞ୍ଜନଙ୍କ ଆଗାମୀ ଫିଲ୍ମରେ ରଣବୀର୍‌ ଓ ଶ୍ରଦ୍ଧା

December 21, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇଏ 19/12 : ଫିଲ୍ମ ନିର୍ମାତା ଲଭ ରଂଜନଙ୍କ ଆଗାମୀ ଫିଲ୍ମରେ ବଲିଉଡ୍‌ ଅଭିନେତା ରଣବୀର କପୁର୍‌ ଓ ଅଭିନେତ୍ରୀ ଶ୍ରଦ୍ଧା କପୁର୍‌ ମୁଖ୍ୟ ଭୂମିକାରେ ନଜର ଆସିବେ । ଲଭ ରଂଜନ ଓ ଅଙ୍କୁର ଗର୍ଗ ନିଜ ବ୍ୟାନର୍‌ ଲଭ୍‌ ଫିଲ୍ମସ୍‌ ବ୍ୟାନ୍‌ରରେ ଏହି ଟାଇଟଲ୍‌ ବିହୀନ ଫିଲ୍ମର ନିର୍ମାଣ କରିବାକୁ ଯାଉଛନ୍ତି ।  ଏହି ଫିଲ୍ମଟି 2021ର ମାର୍ଚ୍ଚ 16 ରେ ରିଲିଜ୍‌ ହେବ । ଫିଲ୍ମ ବିଷୟରେ ଗର୍ଗ କହିଛନ୍ତି ଯେ, ‘ଆମେ ରଣବୀର୍‌ ଓ ଶ୍ରଦ୍ଧାଙ୍କ ଫ୍ରେଶ୍‌ ଯୋଡ଼ି ସହିତ ଲଭ୍‌ର ଫିଲ୍ମ ପାଇଁ ପ୍ରସ୍ତୁତ ଅଛୁ । ଆଶା କରୁଛୁ ଯେ, ଦର୍ଶକ ଏହି ଫିଲ୍ମକୁ ଯେବେ ଦେଖିବେ, ତେବେ ତାଙ୍କୁ ଏପରି ଅନୁଭବର ଅନୁଭୂତି ଦେବ । ଲଭ୍‌ ଫିଲ୍ମସ୍‌ ପୂର୍ବରୁ ‘ସୋନୁ କେ ଟିଟୁ କୀ ସ୍ବିଟି’ ଔର ‘ ଦେ ଦେ ପ୍ୟାର୍‌’ ଦେ ପରି ହିଟ୍‌ ଫିଲ୍ମ କରିସାରିଛନ୍ତି । 2018ରେ ‘ସୋନୁ କେ ଟିଟୁ କୀ ସ୍ବିଟି’ର ସଫଳତା ପରେ ଲଭ୍‌ ପୁଣିଥରେ ନିର୍ଦ୍ଦେଶକ ଭାବରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି । ତେବେ ବର୍ତ୍ତମାନ ଏହି ଫିଲ୍ମ ନିର୍ମାତା କମ୍ପାନୀ 2020ରେ ‘ଜୟ ମମ୍ମୀ ଦି’, ‘ଛଲାଙ୍ଗ୍‌’ ଓ ‘ମଲଙ୍ଗ୍‌’ର ରିଲିଜ୍‌ ପାଇଁ ପ୍ରସ୍ତୁତ କରୁଛନ୍ତି । (ଏଜେନ୍ସି)

 

Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନୀ ସ୍ପିନରଙ୍କୁ ଦଳରେ ସାମିଲ କଲା ସନରାଇଜର୍ସ: କଡା ବିରୋଧ କଲେ ଅନିରୁଦ୍ଧାଚାର୍ଯ୍ୟ

March 13, 2026

ରାଜ୍ୟସଭା ନିର୍ବାଚନରେ ​​କ୍ରସ୍ ଭୋଟିଂ ଭୟ: ୮ ବିଧାୟକଙ୍କୁ କର୍ଣ୍ଣାଟକ ପଠାଇଲା ଓଡ଼ିଶା କଂଗ୍ରେସ 

March 13, 2026

ଲଞ୍ଚ ହେଲା TVS Orbiter V1 ଇଲେକ୍ଟ୍ରିକ୍ ସ୍କୁଟର: ଜାଣନ୍ତୁ ଏହାର ପରିସର ଏବଂ EMI ଯୋଜନା

March 13, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ ଟିମ୍ ଇଣ୍ଡିଆର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ: ଜାଣନ୍ତୁ କେଉଁଠି ଆଉ କେବେ?

March 13, 2026
Latest News

ଭୁବନେଶ୍ବରରେ ଆସୋଚାମ୍ ଇଣ୍ଡିଆ ମାଇନ୍ସ ଆଣ୍ଡ ମିନେରାଲ୍ସ କନକ୍ଲେଭ୍ ୨୦୨୬ ଆରମ୍ଭ

March 13, 2026

ପାକିସ୍ତାନୀ ସ୍ପିନରଙ୍କୁ ଦଳରେ ସାମିଲ କଲା ସନରାଇଜର୍ସ: କଡା ବିରୋଧ କଲେ ଅନିରୁଦ୍ଧାଚାର୍ଯ୍ୟ

March 13, 2026

ରାଜ୍ୟସଭା ନିର୍ବାଚନରେ ​​କ୍ରସ୍ ଭୋଟିଂ ଭୟ: ୮ ବିଧାୟକଙ୍କୁ କର୍ଣ୍ଣାଟକ ପଠାଇଲା ଓଡ଼ିଶା କଂଗ୍ରେସ 

March 13, 2026

ସଂସଦରେ ECE ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ନୋଟିସ: ଜାଣନ୍ତୁ ଏବେ କ’ଣ ହେବ?

March 13, 2026

ଲଞ୍ଚ ହେଲା TVS Orbiter V1 ଇଲେକ୍ଟ୍ରିକ୍ ସ୍କୁଟର: ଜାଣନ୍ତୁ ଏହାର ପରିସର ଏବଂ EMI ଯୋଜନା

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.