Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜମ୍ମୁରେ ହିନ୍ଦୁ ଓ ମୁସଲମାନ ମିଶି ସିଏଏର କଲେ ସମର୍ଥନ : ଦେଶରେ ଶାନ୍ତି ପାଇଁ କଲେ ଅପିଲ୍‌
ଆଜିର ଖବର

ଜମ୍ମୁରେ ହିନ୍ଦୁ ଓ ମୁସଲମାନ ମିଶି ସିଏଏର କଲେ ସମର୍ଥନ : ଦେଶରେ ଶାନ୍ତି ପାଇଁ କଲେ ଅପିଲ୍‌

December 21, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଜମ୍ମୁ, 21/12 : ଜମ୍ମୁରେ ଶନିବାର ଦିନ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ଦୁହେଁ ଏକତ୍ର ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରିବା ସହିତ ଦେଶରେ ଶାନ୍ତି ଓ ଭାଇଚାରା ରକ୍ଷା କରିବା ପାଇଁ ଅପିଲ୍‌ କରିଛନ୍ତି। ଏହି ଆଇନକୁ ସମର୍ଥନ କରି ସମର୍ଥକମାନେ କହିଛନ୍ତି ଯେ, ଭୋଟ୍‌ ବ୍ୟାଙ୍କ ରାଜନୀତି ପାଇଁ ଦେଶରେ କିଛି ରାଜନୈତିକ ଦଳ ହିନ୍ଦୁ ଓ ମୁସଲମାନଙ୍କୁ ପରସ୍ପର ବିରୋଧରେ ଝଗଡା ପାଇଁ ଉସୁକାଉଛନ୍ତି। ନାଗରିକତା ସଂଶୋଧନ ଆଇନ ମୁସଲମାନ ବିରୋଧୀ ନୁହେଁ। ଏଥିରେ ବିଦେଶୀ ଯିବେ ହିନ୍ଦୁସ୍ତାନୀ ନୁହଁନ୍ତି। ଏପରି କିଛି ନାରା ଦେଇ କିଛି ହିନ୍ଦୁ ଓ ମସୁଲମାନ ସମ୍ପ୍ରଦାୟର ବ୍ୟକ୍ତିମାନେ ଏହି ଆଇନକୁ ସମର୍ଥନ କରି ଏକ ରାଲି କରିଛନ୍ତି। ଏହି ସମର୍ଥକମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିହଙ୍କୁ ନାଗରିକତା ସଂଶୋଧନ ବିଲ୍‌ ଆଣିବା ନେଇ ପ୍ରଶ୍ନ କରି କହିଛନ୍ତି ଯେ, ଯଦି ଆପଣ ଦେଶରେ ନାଗରିକତା ସଂଶୋଧନ ବିଲ୍‌ ଆଣିବା ପାଇଁ ଚେଷ୍ଟା କରୁଥିଲେ, ତେବେ ଏହାର ବିରୋଧ କ’ଣ ପାଇଁ କରୁଛନ୍ତି। ଏହି ସମର୍ଥକମାନ କହିଛନ୍ତି ଯେ, ନମାଜ ପରେ କିଏ ଯାନବାହନ ପୋଡ଼େ, ତ୍ରିରଙ୍ଗା ହାତରେ ଧରି ହିଂସା କରିବା କେତେ ଦୂର ଯୁକ୍ତିଯୁକ୍ତ । ଦେଶରେ ହିନ୍ଦୁ ଓ ମୁସଲମାନ ଏକ। ଏମାନେ କୌଣସି ରାଜନୈତିକ ଦଳର ମାୟାରେ ପଡ଼ିବେ ନାହିଁ। (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

୨୩ରୁ ୨୪ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ବିଶାଖାପାଟଣାରେ ପେସା ମହୋତ୍ସବର ଭବ୍ୟ ଆୟୋଜନ

December 22, 2025

ପ୍ରଥମ ଥର ପାଇଁ ଅନନ୍ତନାଗରେ ପହଞ୍ଚିଲା ଏଫସିଆଇର ଖାଦ୍ୟଶସ୍ୟବାହୀ ଟ୍ରେନ

December 22, 2025

ଚାଷୀ ସଚେତନତା ରଥର ଶୁଭାରମ୍ଭ କାଳେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

December 22, 2025

ପରବ-2025 ରେ ଯୋଗ ଦେଇ କୋରାପୁଟକୁ ୫୪୫ କୋଟି ଟଙ୍କା ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

December 22, 2025
Latest News

୨୩ରୁ ୨୪ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ବିଶାଖାପାଟଣାରେ ପେସା ମହୋତ୍ସବର ଭବ୍ୟ ଆୟୋଜନ

December 22, 2025

ପ୍ରଥମ ଥର ପାଇଁ ଅନନ୍ତନାଗରେ ପହଞ୍ଚିଲା ଏଫସିଆଇର ଖାଦ୍ୟଶସ୍ୟବାହୀ ଟ୍ରେନ

December 22, 2025

ଚାଷୀ ସଚେତନତା ରଥର ଶୁଭାରମ୍ଭ କାଳେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

December 22, 2025

ପରବ-2025 ରେ ଯୋଗ ଦେଇ କୋରାପୁଟକୁ ୫୪୫ କୋଟି ଟଙ୍କା ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

December 22, 2025

ସରକାରୀ ନିୟମ ନ ମାନିଲେ, ଧାନ ମିଲରଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ: ଉପମୁଖ୍ୟମନ୍ତ୍ରୀ

December 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.