Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହାଇକୋର୍ଟରେ କୋଣାର୍କ ଓ ଜଗମୋହନ ମରାମତି ମାମଲା, ମେ ୪ରେ ହେବ ପରବର୍ତ୍ତୀ ଶୁଣାଣି
ଆଜିର ଖବର

ହାଇକୋର୍ଟରେ କୋଣାର୍କ ଓ ଜଗମୋହନ ମରାମତି ମାମଲା, ମେ ୪ରେ ହେବ ପରବର୍ତ୍ତୀ ଶୁଣାଣି

December 23, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

କଟକ, 23/12 : ଆଜି ହାଇକୋର୍ଟରେ କୋଣାର୍କ ଓ ଶ୍ରୀମନ୍ଦିରର ଜଗମୋହନ ମରାମତି ମାମଲାର ଶୁଣାଣି ହୋଇଛି । କୋଣାର୍କ ଓ ଶ୍ରୀମନ୍ଦିର ଜଗମୋହନ ମରାମତି ମାମଲା ଶୁଣାଣୀ ପାଇଁ ଏଏସଆଇ ମହାନିର୍ଦ୍ଦେଶକ ହାଇକୋର୍ଟରେ ହାଜର ହୋଇଛନ୍ତି ।  ବାତ୍ୟା ଫୋନିରେ ଶ୍ରୀମନ୍ଦିର ଗର୍ଭଗୃହ, ଜଗମୋହନ ଓ ସୂର୍ଯ୍ୟ ମନ୍ଦିର କ୍ଷୟକ୍ଷତିର ମରାମତି ନେଇ ଏଏସଆଇକୁ ଦାୟିତ୍ୱ ଦିଆଯାଇଥିଲା । ଏହା ଉପରେ ଆଜି ହାଇକୋର୍ଟରେ ଶୁଣାଣୀ କରାଯାଇ ଆସନ୍ତା ୪ ମାସ ମଧ୍ୟରେ ନାଟ ମଣ୍ଡପ ମରାମତି ଶେଷ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।  କୋଣାର୍କ ମନ୍ଦିର ମରାମତି  ତଥା ସୁରକ୍ଷା ନେଇ କ’ଣ ସବୁ ଯୋଜନା ପ୍ରସ୍ତୁତ ହୋଇଛି ତାହା ବିଷୟରେ ଜଣାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ମେ ୪ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ବରେଲି ହିଂସା ମାମଲାରେ ମୌଲାନା ତୌକିର ରାଜା ଗିରଫ, ୧୪ ଦିନ ପାଇଁ ଗଲେ ଜେଲ

September 27, 2025

ନବରାତ୍ରିରେ ସୁନା କିଣିବା କଷ୍ଟକର!: ସର୍ବକାଳୀନ ଉଚ୍ଚ ସ୍ତରରେ ପହଞ୍ଚିଲା ସୁନାର ମୂଲ୍ୟ

September 27, 2025

ବାଣପୁର ଜାତୀୟ ରାଜପଥରେ ସିରିଜ ଦୁର୍ଘଟଣା, ଜଣେ ମୃତ, ୫ ଆହତ

September 27, 2025

ନବରାତ୍ରୀର ଷଷ୍ଠ ଦିନରେ ଦେବୀ କାତ୍ୟାୟନୀଙ୍କୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

September 27, 2025
Latest News

ଭାରତ ପାଇଁ “ଖୁସି ଖବର”: ଆଣ୍ଡାମାନ ସାଗରରେ ମିଳିଲା ପ୍ରାକୃତିକ ଗ୍ୟାସ ଭଣ୍ଡାର

September 27, 2025

ବରେଲି ହିଂସା ମାମଲାରେ ମୌଲାନା ତୌକିର ରାଜା ଗିରଫ, ୧୪ ଦିନ ପାଇଁ ଗଲେ ଜେଲ

September 27, 2025

ମୋଦି ସରକାର ନେଇପାରନ୍ତି ବଡ ପଦକ୍ଷେପ, ଯାହା ଶଶି ଥରୁରଙ୍କୁ ହେବ ବଡ ଲାଭ, ଜାଣନ୍ତୁ କ’ଣ?

September 27, 2025

ନବରାତ୍ରିରେ ସୁନା କିଣିବା କଷ୍ଟକର!: ସର୍ବକାଳୀନ ଉଚ୍ଚ ସ୍ତରରେ ପହଞ୍ଚିଲା ସୁନାର ମୂଲ୍ୟ

September 27, 2025

ସେପଟେ ରୋଡ୍ ଶୋ କାର୍ଯ୍ୟକ୍ରମ ପୂର୍ବରୁ ହଠାତ ସଭାସ୍ଥଳରେ ପହଞ୍ଚିଲେ ମୋଦୀ!: କିନ୍ତୁ ତାପରେ…..

September 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.