Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ସରକାର ଗଢିବା ପାଇଁ ଦାବି ଉପସ୍ଥାପନ କରିବେ ହେମନ୍ତ ସୋରେନ୍‌
ଆଜିର ଖବର

ଆଜି ସରକାର ଗଢିବା ପାଇଁ ଦାବି ଉପସ୍ଥାପନ କରିବେ ହେମନ୍ତ ସୋରେନ୍‌

December 24, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଝାଡଖଣ୍ଡ, 24/12: ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ୍‌)ର କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନ୍‌ ଆଜି ରାତ୍ର 8 ଘଟିକାରେ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ସାକ୍ଷାତ କରି ସରକାର ପାଇଁ ଦାବି ଉପସ୍ଥାପନ କରିବେ। ଦାବି ଉପସ୍ଥାପନ ପୂର୍ବରୁ କଂଗ୍ରେସ-ଜେଏମଏମ୍‌-ଆରଜେଡିର ଏକ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ମେଣ୍ଟର ସମସ୍ତ ବିଧାୟକ ଉପସ୍ଥିତ ରହିବେ। ସୋରେନ୍‌ଙ୍କୁ ଜେଏମଏମ ବିଧାୟକ ଦଳର ନେତା ନିର୍ବାଚିତ କରାଯାଇଛି।

ସୋରେନ୍‌ ଡିସେମ୍ବର 27ରେ ମୋରହାବାଦୀ ମଇଦାନଠାରେ ମୁଖ୍ୟମନ୍ତ୍ରୀ ପଦବୀର ଶପଥ ନେବେ। ହେମନ୍ତ ସୋରେନ୍‌ଙ୍କୁ ବାବୁଲାଲ୍‌ ମାରାଣ୍ଡିଙ୍କ ଦଳ ଝାଡଖଣ୍ଡ ବିକାଶ ମୋର୍ଚ୍ଚା (ଜେବିଏମ୍‌)ର ସମର୍ଥନ ମଧ୍ୟ ମିଳିଛି। ଦଳ ତରଫରୁ ନୂତନ ସରକାରକୁ ବିନା ସର୍ତ୍ତରେ ସମର୍ଥନ କରିବା ନେଇ ଘୋଷଣା କରାଯାଇଛି । ଆଜି ହେମନ୍ତ ସୋରେନ୍‌ ବାବୁଲାଲ ମାରାଣ୍ଡିଙ୍କ ସହ ସାକ୍ଷାତ କରିଥିଲେ। 81 ଆସନ ବିଶିଷ୍ଟ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ଜେଏମଏମ 30ଟି କଂଗ୍ରେସ 16ଟି ଓ ଆରଜେଡି ଗୋଟିଏ ଆସନ ମିଳିଛି । ବିଗତ ପାଞ୍ଚ ବର୍ଷ ଧରି କ୍ଷମତାରେ ରହିଥିବା ବିଜେପିକୁ ମାତ୍ର 25ଟି ଆସନ ମିଳିଛି

Share. Facebook Twitter LinkedIn Email WhatsApp Copy Link

Related Posts

‘ଟାଇମ୍ସ ବିଜନେସ୍ ଆୱାର୍ଡ-ଓଡ଼ିଶା’ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ

January 16, 2026

୧୧.୧ ହଜାର କେଜି ମହୁଲ ପୋଚ ନଷ୍ଟ କରିବା ସହ ୧୫୬୦ ଲିଟର ଦେଶୀ ମଦ ଜବତ

January 16, 2026

ମଙ୍ଗଳାଯୋଡି ଇକୋ ଟୁରିଜିମ ସ୍ଥଳ ପରିଦର୍ଶନ କଲେ ରାଜ୍ୟପାଳ

January 16, 2026

ଆଜି ଜାନୁୟାରୀ 16 ତାରିଖ ଶୁକ୍ରବାରରେ ଏହି ରାଶିର ଭାଗ୍ୟଚକ୍ର ରହିଛି ସମୃଦ୍ଧ

January 16, 2026
Latest News

‘ଟାଇମ୍ସ ବିଜନେସ୍ ଆୱାର୍ଡ-ଓଡ଼ିଶା’ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ

January 16, 2026

ଭାରତରେ ଗଣତନ୍ତ୍ରର ଅର୍ଥ ହେଉଛି ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ସେବା ପହଞ୍ଚାଇବା: ପ୍ରଧାନମନ୍ତ୍ରୀ

January 16, 2026

୧୧.୧ ହଜାର କେଜି ମହୁଲ ପୋଚ ନଷ୍ଟ କରିବା ସହ ୧୫୬୦ ଲିଟର ଦେଶୀ ମଦ ଜବତ

January 16, 2026

ମଙ୍ଗଳାଯୋଡି ଇକୋ ଟୁରିଜିମ ସ୍ଥଳ ପରିଦର୍ଶନ କଲେ ରାଜ୍ୟପାଳ

January 16, 2026

ମୁଖ୍ୟ ଶାସନ ସଚିବଙ୍କ କନ୍ଧମାଳ ଜିଲ୍ଲା ପିଏମଶ୍ରୀ ବାଳିକା ସେବାଶ୍ରମ ସ୍କୁଲ୍‌ ପରିଦର୍ଶନ

January 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.