Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏକତ୍ର ନଜର ଆସିବେ ସିଦ୍ଧାର୍ଥ ଏବଂ ନିଭେତା ଥୋମାସ
ଆଜିର ଖବର

ଏକତ୍ର ନଜର ଆସିବେ ସିଦ୍ଧାର୍ଥ ଏବଂ ନିଭେତା ଥୋମାସ

December 26, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚେନ୍ନାଇ, 26/12 : ତାମିଲ ଅଭିନେତା ସିଦ୍ଧାର୍ଥ କ୍ରିଷ୍ଣନ୍‌ ଏବଂ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ନିଭେତା ଥୋମାସ୍‌ ପ୍ରଥମ ଥର ପାଇଁ ଏକତ୍ର ନଜର ଆସିବାକୁ ଯାଉଛନ୍ତି । ସୁଧନ୍‌ ସୁନ୍ଦରମ୍‌ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଦୁଇ ଜଣ ମୁଖ୍ୟ ଅଭିନେତ୍ରୀ ରହିଥିବା ଜଣାପଡିଛି । ଫିଲ୍ମଟିର ନାମ ଟକ୍କର ରହିଥିବା ବେଳେ ଫିଲ୍ମଟି ଉଭୟ ତାମିଲ ଏବଂ ତେଲୁଗୁ ଭାଷାରେ ନିର୍ମାଣ ହେବାକୁ ଯାଉଛି । ଫିଲ୍ମର ସୁଟିଂ ଆସନ୍ତା ମାସରୁ ଆରମ୍ଭ ହେବ ବୋଲି ଜଣାପଡିଛି । ନିଭେତା ରଜନୀକାନ୍ତଙ୍କ ଅଭିନୀତ ଦର୍‌ବାରରେ ଏକ ପ୍ରମୁଖ ଭୂମିକାରେ ମଧ୍ୟ ଆସିବାକୁ ଯାଉଛନ୍ତି । ଏହି ଫିଲ୍ମ ବ୍ୟତୀତ ନିଭେତା ପିଙ୍କର ତେଲୁଗୁ ରିମେକ୍‌ରେ ନଜର ଆସିବାକୁ ଯାଉଛନ୍ତି । ଏହି ଅନ୍‌ଟାଇଟଲ୍‌ଡ ଫିଲ୍ମରେ ନିଭେତା ତାପସୀ ପାନ୍ନୁଙ୍କ ଚରିତ୍ରରେ ନଜର ଆସିବେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ ଅଛି ଏପରି ଗାଁ, ଯେଉଁଠାରୁ ପ୍ରତି ଘରୁ ଜଣେ ଜଣେ ହୋଇଛନ୍ତି ସୈନିକ

September 27, 2025

ହାରିସ୍‌ ରୌଫଙ୍କୁ ଜରିମାନା ପରେ ମଧ୍ୟ ସୁଧୁରୁନି ପାକିସ୍ତାନ: ନୂଆ ନାଟକ ସୃଷ୍ଟି କଲେ ପିସିବି ଅଧ୍ୟକ୍ଷ

September 27, 2025

ବିହାର ବିଜୟ ପାଇଁ ଗୁପ୍ତ ମନ୍ତ୍ରଣା କଲେ ବିଜେପି ଚାଣକ୍ୟ ଅମିତ ଶାହ

September 27, 2025

ସୋନମ ୱାଙ୍ଗଚୁକଙ୍କ ରହିଛି ପାକିସ୍ତାନୀ ଲିଙ୍କ୍?: ଲଦାଖ ଡିଜିପି ଙ୍କ ଆଶ୍ଚର୍ଯ୍ୟଜନକ ଦାବି

September 27, 2025
Latest News

ଅଭିନେତା ବିଜୟଙ୍କ ରାଲିରେ ଦଳାଚକଟା, ୨୯ ଜଣଙ୍କର ମୃତ୍ୟୁ ଆଶଙ୍କା, ଅନେକ ଆହତ

September 27, 2025

ଅବକାରୀ ବିଭାଗର ବାଣପୁର-ଟାଙ୍ଗୀରେ ଚଢାଉ: ଦେଶୀ ମହୁଲି ଓ ଗଞ୍ଜେଇ ଜବତ, ଦୁଇ ଗିରଫ

September 27, 2025

ଶତ୍ରୁମାନଙ୍କୁ ଧ୍ୱଂସ କରିବ “ଅନନ୍ତ ଶସ୍ତ୍ର”: ସେନାର କ୍ରୟ ପ୍ରକ୍ରିୟା ଆରମ୍ଭ

September 27, 2025

ଭାରତରେ ଅଛି ଏପରି ଗାଁ, ଯେଉଁଠାରୁ ପ୍ରତି ଘରୁ ଜଣେ ଜଣେ ହୋଇଛନ୍ତି ସୈନିକ

September 27, 2025

ହାରିସ୍‌ ରୌଫଙ୍କୁ ଜରିମାନା ପରେ ମଧ୍ୟ ସୁଧୁରୁନି ପାକିସ୍ତାନ: ନୂଆ ନାଟକ ସୃଷ୍ଟି କଲେ ପିସିବି ଅଧ୍ୟକ୍ଷ

September 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.