Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଜାକସ୍ତାନରେ ବିମାନ ଦୁର୍ଘଟଣା, ୯ ଜଣଙ୍କ ମୃତ୍ୟୁ ସୂଚନା
ଆଜିର ଖବର

କଜାକସ୍ତାନରେ ବିମାନ ଦୁର୍ଘଟଣା, ୯ ଜଣଙ୍କ ମୃତ୍ୟୁ ସୂଚନା

December 27, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

କାଜାକସ୍ତାନ, ୨୭/୧୨: କାଜାକାସ୍ତାନର ଅଲ୍‌ମାଟିଠାରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଠାରୁ ବିମାନ ଉଡାଣ ଭରିବାର କିଛି ସମୟ ପରେ ଦୁଇ ମହଲା ବିଶିଷ୍ଟ କୋଠାରେ ଧକ୍କା ହୋଇଥିଲା। ଏହି ବିମାନରେ ମୋଟ ୧୦୦ଜଣ ରହିଥିବାବେଳେ 9ଜଣଙ୍କର ମୃତ୍ୟୁ ହୋଇଥିବାର ଖବର ମିଳିଛି। ୯୫ ଜଣ ଯାତ୍ରୀ ରହିଥିବାବେଳେବିମାନରେ ୫ଜଣ କ୍ରୁ ମେମ୍ବର ରହିଥିଲେ। ଏହି ଦୁର୍ଘଟଣାରେ ୯ଜଣ ଗୁରୁତର ରହିଛନ୍ତି, ଏହି ଗୁରୁତରଙ୍କ ମଧ୍ୟରେ 6ଜଣ ଶିଶୁ ସାମିଲ୍‌ ରହିଛନ୍ତି। ଏୟାରପୋର୍ଟ ବହୁ ନିକଟରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଖବର ମିଳିଛି। (ଏଜେନ୍ସି)

 

 

Share. Facebook Twitter LinkedIn Email WhatsApp Copy Link

Related Posts

ଗୁଜରାଟ: ନୂତନ କ୍ୟାବିନେଟର ଶପଥ ଗ୍ରହଣ ସମାରୋହ, ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ହେଲେ ମନ୍ତ୍ରୀ

October 17, 2025

ପଛରେ ପଡ଼ିଲା ଚୀନ: ବିଶ୍ୱର ତୃତୀୟ ସବୁଠାରୁ ଶକ୍ତିଶାଳୀ ବାୟୁସେନା ହେଲା ଭାରତୀୟ ବାୟୁସେନା

October 17, 2025

ଜାତୀୟ ଦୌଡ଼ ଯୁକ୍ତ ସନ୍ତରଣ ପ୍ରତିଯୋଗୀତାରେ ବ୍ରୋଞ୍ଜ ପଦକ ହାସଲ କଲେ ଅମିୟ କୁମାର

October 17, 2025

ସାମ୍ବାଦିକ ପରିଚୟରେ ଗଞ୍ଜେଇ ବ୍ୟବସାୟ, ପ୍ରେସ ଲେଖା ଗାଡ଼ି ଜବତ

October 17, 2025
Latest News

ଗୁଜରାଟ: ନୂତନ କ୍ୟାବିନେଟର ଶପଥ ଗ୍ରହଣ ସମାରୋହ, ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ହେଲେ ମନ୍ତ୍ରୀ

October 17, 2025

ପଛରେ ପଡ଼ିଲା ଚୀନ: ବିଶ୍ୱର ତୃତୀୟ ସବୁଠାରୁ ଶକ୍ତିଶାଳୀ ବାୟୁସେନା ହେଲା ଭାରତୀୟ ବାୟୁସେନା

October 17, 2025

ବିଧାନସଭା ନିର୍ବାଚନରେ ​​କିଏ କେତେ ଆସନ ଜିତିବ?: ଆକଳନ କଲେ ପ୍ରଶାନ୍ତ କିଶୋର

October 17, 2025

ଜାତୀୟ ଦୌଡ଼ ଯୁକ୍ତ ସନ୍ତରଣ ପ୍ରତିଯୋଗୀତାରେ ବ୍ରୋଞ୍ଜ ପଦକ ହାସଲ କଲେ ଅମିୟ କୁମାର

October 17, 2025

ବାଲୁଗାଁ ମହାବିଦ୍ୟାଳୟରେ ପୋଷଣ ସଚେତନତା କାର୍ଯ୍ୟକ୍ରମ

October 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.