Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିଆରା ଢଙ୍ଗରେ ବଡଦିନକୁ ପାଳନ କଲେ ଏସଏଫଏସ୍‌ କର୍ମକର୍ତ୍ତା
ଆଜିର ଖବର

ନିଆରା ଢଙ୍ଗରେ ବଡଦିନକୁ ପାଳନ କଲେ ଏସଏଫଏସ୍‌ କର୍ମକର୍ତ୍ତା

December 27, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ହିଞ୍ଜିଳିକାଟୁ, ୨୭/୧୨: ପ୍ରଭୁ ଯୀଶୁଙ୍କ ଜନ୍ମଦିବସ ଅର୍ଥାତ୍‌ ବଡଦିନକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି ଏସଏଫଏସ୍‌। ଅନାଥ ଶିଶୁମାନଙ୍କ ବଡଦିନ ପାଳନ କରି ଏକ ଏହି ଶିଶୁମାନଙ୍କ ମୁହଁରେ ହସ ଫୁଟାଇବାର ଏକ ନିଆରା ପ୍ରୟାସ କରିଛନ୍ତି ଏସଏଫଏସ୍‌ କର୍ମକର୍ତ୍ତା। ହିଞ୍ଜିଳିକାଟୁର କର୍ମକର୍ତ୍ତା।ଧରକୋଟ ସ୍ଥିତ ଶ୍ରୀ ଶ୍ରୀ ବାଲ୍ମୀକେଶ୍ୱର ଅନଥାଶ୍ରମରେ ଅନାଥ ଶିଶୁ ମାନଙ୍କ ସହ ମିଶି କ୍ରିସମାସ ପାଳନ କରିବା ସହ ଶିଶୁ ମାନଙ୍କୁ ବିଭିନ୍ନ ପାଠ୍ୟ ଉପକରଣ ଏବଂ ମିଷ୍ଟାନ୍ନ ପ୍ରଦାନ କରିଥିଲେ। ଅନୁଷ୍ଠାନର ସଭାପତି ସଂସ୍କାର ପଟ୍ଟନାୟକଙ୍କ ନେତୃତ୍ୱରେ ସୌମ୍ୟ ରଞ୍ଜନ ପଟ୍ଟନାୟକ,ଚିନ୍ମୟ ଚୌଧୁରୀ, ହିମାଂଶୁ ବେହେରା, ମୃତ୍ୟୁଞ୍ଜୟ ପାଢ଼ୀ, ଚିନ୍ମୟ ପୋଲାଇ,ଶୁଭ୍ରଜିତ ପଣ୍ଡା,ସାଇ ଶ୍ରୀତମ ଆଚାରୀ ଓ ରଞ୍ଜିତ ବାଡତ୍ୟା ପ୍ରମୁଖ ସାମିଲ ହୋଇଥିଲେ।  ଭିନ୍ନ ଢଙ୍ଗରେ ବଡଦିନକୁ ପାଳନ କରାଯିବା ନେଇ ସାଧାରଣରେ ବହୁ ପ୍ରଶଂସା କରାଯାଇଥିବାବେଳେ ଅନାଥାଶ୍ରମର ପରିଚାଳକ ଏଥିନିମେନ୍ତ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଏସିଆ କପରେ ଖେଳିବେ କି ନାହିଁ?: BCCIକୁ କହିଲେ ଜସପ୍ରିତ ବୁମରାହ

August 17, 2025

ଛତ୍ରପୁର ଥାନା ଅଧିକାରୀ ନିଲମ୍ବିତ

August 17, 2025

ଚାଷୀଙ୍କ ପାଇଁ ବରଗଡରେ ବିରାଟ ସମାବେଶ କରିବ ବିଜେଡି, ନବୀନ ଯିବେ କି ?

August 17, 2025

ଧାର୍ଯ୍ୟ ହେଲା ଲଗ୍ନ: ଜାଣନ୍ତୁ କେବେ ହେବ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ

August 17, 2025
Latest News

ଏସିଆ କପରେ ଖେଳିବେ କି ନାହିଁ?: BCCIକୁ କହିଲେ ଜସପ୍ରିତ ବୁମରାହ

August 17, 2025

ଛତ୍ରପୁର ଥାନା ଅଧିକାରୀ ନିଲମ୍ବିତ

August 17, 2025

ଚାଷୀଙ୍କ ପାଇଁ ବରଗଡରେ ବିରାଟ ସମାବେଶ କରିବ ବିଜେଡି, ନବୀନ ଯିବେ କି ?

August 17, 2025

ଧାର୍ଯ୍ୟ ହେଲା ଲଗ୍ନ: ଜାଣନ୍ତୁ କେବେ ହେବ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ

August 17, 2025

ସୁବର୍ଣ୍ଣପୁର ଜିଲ୍ଲା ସମେତ ବୌଦ୍ଧ ଜିଲ୍ଲାର ପଞ୍ଚରା ଅଞ୍ଚଳ ପାଇଁ ସ୍ଥିର ହେଲା ନୂଆଁଖାଇ ନଗ୍ନ

August 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.