Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିବାଦଘେରରେ କଂଗ୍ରେସର ବୁକ୍‌ଲେଟ୍‌: ସଭରକର୍‌ଙ୍କୁ ନେଇ ରହିଛି ଆପତ୍ତିଜନକ ତଥ୍ୟ
ଆଜିର ଖବର

ବିବାଦଘେରରେ କଂଗ୍ରେସର ବୁକ୍‌ଲେଟ୍‌: ସଭରକର୍‌ଙ୍କୁ ନେଇ ରହିଛି ଆପତ୍ତିଜନକ ତଥ୍ୟ

January 3, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୋପାଳ, 3/1: ମଧ୍ୟପ୍ରଦେଶର କଂଗ୍ରେସ ସେବାଦଳ ଦ୍ବାରା ବଣ୍ଟାଯାଇଥିବା ଏକ ବୁକଲେଟ୍‌ ବିବାଦକୁ ଆସିଛି। ଏହି ବୁକଲେଟ୍‌ଟି ବୀର୍‌ ସଭରକର୍‌ଙ୍କ ଉପରେ ଆଧାରିତ। ଏହାର ଶୀର୍ଷକ ‘କେତେ ବୀର ଥିଲେ ସଭର୍‌କର୍‌’ ରହିଥିବାବେଳେ ଏଥିରେ ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡ୍‌ସ୍‌ ଓ ବୀର୍‌ ସଭର୍‌କରଙ୍କ ମଧ୍ୟରେ ସମଲିଙ୍ଗୀ ସମ୍ପର୍କ ରହିଥିବାର ଏହି ବୁକଲେଟ୍‌ରେ ଲେଖାଯାଇଛି। ଏଥିରେ ଡୋମିନିକ ଲାପିୟର ଓ ଲାରି କଲିନ୍ସ ଦ୍ୱାରା ଲିଖିତ ପୁସ୍ତକ “ଫ୍ରିଡମ ଆଟ ମିଡନାଇଟ୍‌”ରୁ କିଛି ତଥ୍ୟ ଉଦ୍ଧାର କରି କଂଗ୍ରେସ ବୁକଲେଟରେ ଲେଖିଛି ଯେ “ବ୍ରହ୍ମଚର୍ଯ୍ୟ ଗ୍ରହଣ କରିବା ପୂର୍ବରୁ ଗଡସେଙ୍କ ଶାରିରୀକ ସମ୍ପର୍କର ତଥ୍ୟ ରହିଛି। ଗଡସେର ସମଲିଙ୍ଗୀ ପାର୍ଟନର ଥିଲେ ତାଙ୍କ ରାଜନୈତିକ ଗୁରୁ ବୀର ସଭରକର୍‌। ସଭରକର୍‌ ସଂଖ୍ୟାଲଘୁ ମହିଳାଙ୍କୁ ବଳାତ୍କାର ପାଇଁ ମଧ୍ୟ ଉସୁକାଉଥିଲେ ବୋଲି ଏହି ବୁକଲେଟ୍‌ରେ ଲେଖାଯାଉଛି। ଭୋପାଳରେ କଂଗ୍ରେସ ପକ୍ଷରୁ ଆୟୋଜିତ ସର୍ବଭାରତୀୟ କଂଗ୍ରେସ ସେବା ଦଳ ଟ୍ରେନିଂ କ୍ୟାମ୍ପରେ ଏହି ବୁକଲେଟ୍‌ ବଣ୍ଟାଯାଇଥିବା ଅଭିଯୋଗ ହୋଇଛି। ଏଥିରେ ସଭରକରଙ୍କୁ ନେଇ ଏକାଧିକ ପ୍ରଶ୍ନ କରାଯାଇଥିବା ବେଳେ କିଛି ଘଟଣାକୁ ମଧ୍ୟ ଲେଖାଯାଇଛି। ପୂର୍ବରୁ ରାହୁଲ୍‌ ଗାନ୍ଧି ସଭରକର୍‌ଙ୍କୁ ନେଇ କହିଥିବା ବୟାନକୁ ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇସାରିଛି। (ଏଜେନ୍ସି)

 

 

Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବର ଗୀତଗୋବିନ୍ଦ ସଦନରେ ପ୍ରଖ୍ୟାତ ସାହିତ୍ୟିକ ମନୋଜ ଦାସ ଜୟନ୍ତୀ ପାଳିତ

February 28, 2026

ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀରେ ଲଞ୍ଚ ହେଲା ଓଡିଶାର AYAVAT

February 28, 2026

ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

February 28, 2026

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

February 28, 2026
Latest News

ଭୁବନେଶ୍ବର ଗୀତଗୋବିନ୍ଦ ସଦନରେ ପ୍ରଖ୍ୟାତ ସାହିତ୍ୟିକ ମନୋଜ ଦାସ ଜୟନ୍ତୀ ପାଳିତ

February 28, 2026

ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀରେ ଲଞ୍ଚ ହେଲା ଓଡିଶାର AYAVAT

February 28, 2026

ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

February 28, 2026

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

February 28, 2026

ଆଇଆଇଏମସିର ୫୭ତମ ସମାବର୍ତ୍ତନ ଉତ୍ସବରେ ଅଧ୍ୟକ୍ଷତା କଲେ ଉପରାଷ୍ଟ୍ରପତି

February 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.