ପ୍ରକାଶ ପାଇଲା ଓଏଏସ ପରୀକ୍ଷା ଫଳ, 218 ଜଣ ପରୀକ୍ଷାର୍ଥୀ ହୋଇଛନ୍ତି କୃତକାର୍ଯ୍ୟ

Published: Jan 6, 2020, 8:16 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: ଆଜି ଓଡିଶା ସିଭିଲ ସର୍ଭିସ ବା ଓଏଏସ ର ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏହି ପରୀକ୍ଷାରେ ମୋଟ 218 ଜଣ କୃତକାର୍ଯ୍ୟ ହୋଇଛନ୍ତି। ସେଥିମଧ୍ୟରୁ 72 ଜଣ ମହିଳା ଅଛନ୍ତି। ପରୀକ୍ଷା ଫଳ ଅନୁସାରେ ଏଥର ଦେବାଶୀଷ ପଣ୍ଡା ଓଏଏସ ଟପର ହୋଇଛନ୍ତି। ସେହିପରି ଆନ୍ୟ ଯେଉଁମାନେ ଟପ 10ରେ ଅଛନ୍ତି ସେମାନେ ହେଲେ

1-ଦେବାଶୀଷ ପଣ୍ଡା

2-ଋତୁପୂର୍ଣ୍ଣା ମହାପାତ୍ର

3-ଆକାଶ ପଣ୍ଡା

4-ସନ୍ତୋଷୀନି ଦାସ

5-ନାରାୟଣୀ ପଣ୍ଡା

6-ଶକ୍ତିଶ୍ରୀ ସାହୁ

7–ଶତାଦ୍ଦୀ ରାୟ

8-ଦମୟନ୍ତୀ ସାହୁ

9-ଶକ୍ତି ମହାପାତ୍ର

10-ସ୍ମରଣୀକା ତୁଳ

Related posts