ଆଇଇଏସ୍‌ ଟପ୍ପର ହେଲେ ଓଡ଼ିଆ ଛାତ୍ର ଅଂଶୁମାନ

Published: Jan 11, 2020, 12:21 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଓଡ଼ିଆ ଛାତ୍ର ଅଂଶୁମାନ କାମିଲା ହେଲେ ଆଇଇଏସ୍‌ଟପ୍ପର । ଅଂଶୁମାନ ହେଉଛନ୍ତି ପୂର୍ବ ଚିପ୍‌ ପୋଷ୍ଟମାଷ୍ଟର ଜେନେରାଲ୍‌ ସନ୍ତୋଷ କାମିଲାଙ୍କ ପୁଅ । ଅଂଶୁମାନଙ୍କ ମା’ ହେଉଛନ୍ତି ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ତଥା ପ୍ରାଧ୍ୟାପିକା ମିତାଲି ଚିନ୍ନାରା । ଇଣ୍ଡିଆନ ଇକୋନୋମିକ୍‌ ସର୍ଭିସ୍‌ରେ ଯୋଗ୍ୟ ବିବେଚିତ 32 ଜଣଙ୍କ ମଧ୍ୟରେ ଅଂଶୁମାନ ଟପ୍ପର ହୋଇଛନ୍ତି ।

Related posts