Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିର୍ଭୟା ମାମଲା : ମୁକେଶର ଯାଚିକା ଖାରଜ କଲେ ସୁପ୍ରିମକୋର୍ଟ
ଆଜିର ଖବର

ନିର୍ଭୟା ମାମଲା : ମୁକେଶର ଯାଚିକା ଖାରଜ କଲେ ସୁପ୍ରିମକୋର୍ଟ

January 29, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ ଅନ୍ୟତମ ଅଭିଯୁକ୍ତ ମୁକେଶ ସିଂର ଯାଚିକା ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ । ରାଜକ୍ଷମା ଖାରଜ ଏବଂ ଜେଲରେ ଯୌନ ନିର୍ଯାତନା ଅଭିଯୋଗରେ ମୁକେଶ ପକ୍ଷରୁ ଏହି ଯାଚିକା ଦାଖଲ କରାଯାଇଥିଲା । କୋର୍ଟ ଏହି ଯାଚିକାକୁ ଖାରଜ କରିବା ସହିତ ଯୌନ ନିର୍ଯାତନା ଏବଂ ଫାଶୀ ମଧ୍ୟରେ କୌଣସି ସମ୍ପର୍କ ନାହିଁ ବୋଲି ଉଲ୍ଲେଖ କରିଥିଲେ । ମାମଲାର ଅନ୍ୟତମ ଅଭିଯୁକ୍ତ ଅକ୍ଷୟ ପକ୍ଷରୁ ମଧ୍ୟ ଏକ କ୍ୟୁରେଟିଭ୍‌ ପିଟିସନ୍‌ ଦାଖଲ କରାଯାଇଥିବା ଜଣା ପଡିଛି । ଅନ୍ୟ ତିନି ଅଭିଯୁକ୍ତ ରାଜକ୍ଷମା ଆବେଦନ କରିପାରିନଥିବାରୁ ଫେବୃୟାରୀ 1 ତାରିଖରେ ଫାଶୀ ଦିଆଯିବା ନେଇ ଆଶଙ୍କା ପ୍ରକାଶ ପାଇଛି ।

BJP Ads
mukeshsingh nirbhaya
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ମହିଳା ଦଳ ପାଇଁ ଦେଶ ଗର୍ବିତ: ବିଶ୍ଵକପ ଜିତିବା ପରେ ପାକିସ୍ତାନର ମଧ୍ୟ ଆସିଲା ପ୍ରତିକ୍ରିୟା

November 3, 2025

ତେଲେଙ୍ଗାନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବସ୍- ଟ୍ରକ୍ ଧକ୍କାରେ ୨୦ ମୃତ

November 3, 2025

ମଧୁର ବିପ୍ଳବର ଅୟମାରମ୍ଭ: ଏକ ନୂତନ ଭାରତ ପାଇଁ ଗୁଞ୍ଜରଣ

November 3, 2025

ଐତିହାସିକ ପ୍ରଦର୍ଶନ ପାଇଁ ଏସୀୟ ଯୁବ କ୍ରୀଡାର କ୍ରୀଡାବିତମାନଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

November 3, 2025
BJP Ads
Latest News

ଭାରତୀୟ ମହିଳା ଦଳ ପାଇଁ ଦେଶ ଗର୍ବିତ: ବିଶ୍ଵକପ ଜିତିବା ପରେ ପାକିସ୍ତାନର ମଧ୍ୟ ଆସିଲା ପ୍ରତିକ୍ରିୟା

November 3, 2025

ତେଲେଙ୍ଗାନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବସ୍- ଟ୍ରକ୍ ଧକ୍କାରେ ୨୦ ମୃତ

November 3, 2025

ମଧୁର ବିପ୍ଳବର ଅୟମାରମ୍ଭ: ଏକ ନୂତନ ଭାରତ ପାଇଁ ଗୁଞ୍ଜରଣ

November 3, 2025

ଐତିହାସିକ ପ୍ରଦର୍ଶନ ପାଇଁ ଏସୀୟ ଯୁବ କ୍ରୀଡାର କ୍ରୀଡାବିତମାନଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

November 3, 2025

ଭାରତର ସବୁଠାରୁ ଭାରୀ ସଞ୍ଚାର ଉପଗ୍ରହ ସିଏମ୍‌ଏସ୍‌-୦୩ର ସଫଳ ଉତ୍‌କ୍ଷେପଣ

November 3, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.