Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ୱର ସର୍ବାଧିକ ଟ୍ରାଫିକ ଭିଡ଼ ରହୁଥିବା ଦଶଟି ଦେଶ ମଧ୍ୟରେ ଭାରତରୁ ୪ଟି ସହର
ଆଜିର ଖବର

ବିଶ୍ୱର ସର୍ବାଧିକ ଟ୍ରାଫିକ ଭିଡ଼ ରହୁଥିବା ଦଶଟି ଦେଶ ମଧ୍ୟରେ ଭାରତରୁ ୪ଟି ସହର

January 30, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ରାସ୍ତାରେ ସର୍ବାଧିକ ଟ୍ରାଫିକ୍‌ ଭିଡ଼ ହେଉଥିବା ବିଶ୍ୱର ଶ୍ରେଷ୍ଠ ୧୦ଟି ସହର ମଧ୍ୟରେ ଭାରତର ୪ଟି ସହର ସାମିଲ ହୋଇଛି । ଏହି ତାଲିକାରେ ବେଙ୍ଗାଲୁରୁ ପ୍ରଥମ ସ୍ଥାନ ଅଧିକାର କରିଛି । ଆଠ ଲକ୍ଷରୁ ଅଧିକ ଲୋକସଂଖ୍ୟା ଥିବା ୫୭ଟି ଦେଶର ୪୧୬ ସହରକୁ ସର୍ଭେରେ ସାମିଲ କରାଯାଇଥିଲା । ଟ୍ରାଫିକ ମାମଲାରେ ଭାରତର ବେଙ୍ଗାଲୁରୁ ସହର ପ୍ରଥମ ନମ୍ବର ପାଇଛି । ଏଠାରେ ହାରାହାରି ୭୧ ପ୍ରତିଶତ କଞ୍ଜକଶନ ରେକର୍ଡ କରାଯାଇଛି। ସେହିଭଳି ୬୫ ପ୍ରତିଶତ ସହିତ ମୁମ୍ବାଇ ଚତୁର୍ଥ ସ୍ଥାନ ଅଧିକାର କରିଥିବାବେଳେ ଓ ୫୯ ପ୍ରତିଶତ ସହିତ ପୁଣେ ପଞ୍ଚମ ସ୍ଥାନରେ ରହିଛି । ଭାରତର ରାଜଧାନୀ ଦିଲ୍ଲୀ ଏହି ତାଲିକାରେ ଅଷ୍ଟମ ସ୍ଥାନ ଅଧିକାର କରିଛି । ତାଲିକାର ଶ୍ରେଷ୍ଠ ୧୦ରେ ସାମିଲ ଥିବା ଅନ୍ୟ ସହରଗୁଡ଼ିକ ହେଲା ଫିଲିଫାଇନ୍ସର ମନିଲା (୨ୟ), କଲମ୍ବିଆର ବଗୋଟା (୩ୟ), ରୁଷିଆର ମସ୍କୋ (୬ଷ୍ଠ), ପେରୁର ଲିମା (୭ମ),  ତୁର୍କୀର ଇସ୍ତାନବୁଲ (୯ମ) ଓ ଇଣ୍ଡୋନେସିଆର ଜାକର୍ତ୍ତା (୧୦ମ) ପ୍ରମୁଖ ରହିଛନ୍ତି । ଏସିଆ ମହାଦେଶର ଟ୍ରାଫିକ ଭିଡ଼ ତାଲିକାରେ ଭାରତର ବେଙ୍ଗାଲୁର ସହର ଶୀର୍ଷରେ ଅଛି । ଅର୍ବାନ ମୋବିଲିଟୀ କ୍ଷେତ୍ରରେ କାମ କରୁଥିବା ସ୍ୱାସ୍ଥ୍ୟ ଏବଂ ଲୋକେଶନ ଟେକ୍ନୋଲୋଜୀ ବିଶେଷଜ୍ଞ ଟମଟମ ଦ୍ୱାରା ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । (ଏଜେନ୍ସି)

india
Share. Facebook Twitter LinkedIn Email WhatsApp Copy Link

Related Posts

ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

March 3, 2026

ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

March 3, 2026

ଓଡ଼ିଶାରେ ୫୪ ପ୍ରତିଶତରୁ ଅଧିକ ରାଜସ୍ବ ବଜାର ଅଂଶ ସହିତ ଜିଓର ଦବଦବା ଜାରି: ଟ୍ରାଇ ରିପୋର୍ଟ

March 3, 2026

ପ୍ରଥମ କ୍ରିକେଟ୍ ଦଳ ଭାବେ ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ ହେଲା ଟିମ୍ ଇଣ୍ଡିଆ

March 3, 2026
Latest News

ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

March 3, 2026

ମହତପଲ୍ଲାରେ ବାର୍ଷିକ ଉତ୍ସବ: ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ

March 3, 2026

ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

March 3, 2026

ଓଡ଼ିଶାରେ ୫୪ ପ୍ରତିଶତରୁ ଅଧିକ ରାଜସ୍ବ ବଜାର ଅଂଶ ସହିତ ଜିଓର ଦବଦବା ଜାରି: ଟ୍ରାଇ ରିପୋର୍ଟ

March 3, 2026

ପ୍ରଥମ କ୍ରିକେଟ୍ ଦଳ ଭାବେ ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ ହେଲା ଟିମ୍ ଇଣ୍ଡିଆ

March 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.