Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»BSNL ଆଣିଲା ୨୯୮ ଟଙ୍କାର ପ୍ଲାନ୍, ପ୍ରତିଦିନି ମିଳିବ ଡାଟା
ଆଜିର ଖବର

BSNL ଆଣିଲା ୨୯୮ ଟଙ୍କାର ପ୍ଲାନ୍, ପ୍ରତିଦିନି ମିଳିବ ଡାଟା

February 19, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Broad band service BSNL
ବ୍ରଡବ୍ୟାଣ୍ଡ ସଂଯୋଗରେ ମିଳୁଛି 6,000 ଟଙ୍କାର ରିହାତି, ଅନେକ OTT ମାଗଣାରେ ଉପଲବ୍ଧ

ନିଜ ପ୍ରିପେଡ ଗ୍ରାହକଙ୍କ ପାଇଁ ନୂଆ ପ୍ଲାନ୍ ଆଣିଛି ସରକାରୀ ଟେଲିକମ୍ କମ୍ପାନୀ BSNL । ୨୯୮ ଟଙ୍କାର ପ୍ଲାନର ଶୁଭାରମ୍ଭ କରିଛି । ଏହି ପ୍ଲାନରେ ମୋବାଇଲ୍ ଉପଭୋକ୍ତାଙ୍କୁ ପ୍ରତିଦିନ ୧ ଜିବି ଡାଟା ସହ ଇରୋଜ ସବସ୍କ୍ରିପସନ୍ ଫ୍ରି ମିଳିବ। ଏହି ପ୍ଲାନର ଭାଲିଡିଟି ରହିଛି ୫୪ ଦିନ । ଫ୍ରି ଅନଲିମିଟେଡ୍ କଲିଂ ସୁବିଧା ସହ STD ଓ ରୋମିଂ କଲ୍ ସୁବିଧା ବି ମିଳିବ। ଏହାସହ ଗ୍ରାହକଙ୍କୁ ଶହେ ଏସଏମଏସ୍ ସୁବିଧା ଦେବ। BSNLର ସବୁ ନେଟଓ୍ୱର୍କରେ ଏହି ପ୍ଲାନ କାମ କରିବ ।

Share. Facebook Twitter LinkedIn Email WhatsApp Copy Link

Related Posts

ଭୂମିକମ୍ପ ବିପଦର ମୁକାବିଲା ପାଇଁ ଉତ୍ତରାଖଣ୍ଡରେ ମକ୍ ଡ୍ରିଲ୍

November 15, 2025

ରାଜ୍ୟ ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇବେ ବିଜେପି ମହିଳା

November 15, 2025

ସଂସଦ ପରିସରରେ ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି 

November 15, 2025

ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରକେ ସିଂହଙ୍କୁ ନିଲମ୍ବନ କଲା ବିଜେପି

November 15, 2025
Latest News

ଭୂମିକମ୍ପ ବିପଦର ମୁକାବିଲା ପାଇଁ ଉତ୍ତରାଖଣ୍ଡରେ ମକ୍ ଡ୍ରିଲ୍

November 15, 2025

ଜନଜାତୀୟ ଗୌରବ ଦିବସ: ଭାରତର ଜନଜାତି ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ମାନ

November 15, 2025

ରାଜ୍ୟ ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇବେ ବିଜେପି ମହିଳା

November 15, 2025

ସଂସଦ ପରିସରରେ ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି 

November 15, 2025

ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରକେ ସିଂହଙ୍କୁ ନିଲମ୍ବନ କଲା ବିଜେପି

November 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.