Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତୀୟ ସେନାର ଚେତାବନୀ: ବନ୍ଧୁକ ଉଠାଇଲେ ଗୁଳି ଖାଇବ
ଆଜିର ଖବର

ଭାରତୀୟ ସେନାର ଚେତାବନୀ: ବନ୍ଧୁକ ଉଠାଇଲେ ଗୁଳି ଖାଇବ

February 19, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଜମ୍ମୁ-କାଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଓ ତା’ପରେ ହୋଇଥିବା ଏନକାଉଣ୍ଟରକୁ ନେଇ ଆଜି ସୁରକ୍ଷାବଳଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ହୋଇଛି । ସାମ୍ବାଦିକ ସମ୍ମିଳନୀରେ ଆତଙ୍କବାଦୀଙ୍କୁ କଡା ସନ୍ଦେଶ ଦେଇଛି ଭାରତୀୟ ସେନା ।  କୋର୍ କମାଣ୍ଡର ଲେଫ୍ଟିନାଣ୍ଟ ଜେନେରାଲ କେଜିଏସ୍ ଢ଼ିଲ୍ଲୋଁନ ସୂଚନା ଦେଇଛନ୍ତି କି, ସୁରକ୍ଷାବଳ ୧୦୦ ଘଣ୍ଟା ଭିତରେ ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ କାମରାନକୁ ମାରିଛି । ସେ ପଥର ଫିଙ୍ଗାଳୀଙ୍କୁ ବି ଚେତାବନୀ ଦେଇଛନ୍ତି । ଜାମ୍ମୁ-କାଶ୍ମୀରର ମହିଳାଙ୍କୁ ଅପିଲ କରି କହିଛନ୍ତି କି, ସେ ନିଜ ପିଲାଙ୍କୁ ବୁଝାନ୍ତୁ ଓ ଆତଙ୍କବାଦର ରାସ୍ତା ଛାଡ଼ି  ଆତ୍ମସମର୍ପଣ କରିବାକୁ କୁହନ୍ତୁ ।  ଏବେ ଯିଏ ବି ସେନା ବିରୁଦ୍ଧରେ ବନ୍ଧୁକ ଉଠାଇବ, ତାକୁ ମାରିଦିଆଯିବ । ସେନା କୌଣସି ନାଗରିକଙ୍କୁ ଆହତ କରିବାକୁ ଚାହୁଁନାହାନ୍ତି । ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ପଛରେ ଆଇଏସଆଇର ହାତ ଥିଲା, ତା ସାହାଯ୍ୟରେ ଜୈଶ ଆକ୍ରମଣ କରିଥିଲା ବୋଲି ସେନା ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ସେନାର ଅପରେସନ୍ ଅଲଆଉଟ୍ ଆଗରେ ବଡ ସମସ୍ୟା ହୋଇ ରହିଛି ପଥର ଫିଙ୍ଗାଳୀ । ଘାଟିରେ ଆତଙ୍କବାଦୀଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ସେନା ଉପରକୁ ପଥର ମାଡ କରୁଥିବା ଯୁବକ । ତେବେ ବିଚ୍ଛିନ୍ନତାବାଦୀ ନେତାଙ୍କ ଇସାରାରରେ ଘାଟିରେ ଏଭଳି ପଥରମାଡ ହେଉଛି ବୋଲି ଅଭିଯୋଗ ହେଉଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ: RJD ପାଇଁ ବଢିଲା ସମସ୍ୟା, ତିନି କଂଗ୍ରେସ ବିଧାୟକ ଗାଏବ

March 16, 2026

ବିହାରରେ କ୍ରସ୍ ଭୋଟିଂ କରିବେ ଚାରି ଏନଡିଏ ବିଧାୟକ?: ହଇଚଇ ସୃଷ୍ଟି କଲା ରାଜନୈତିକ ଦାବି 

March 16, 2026

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026

ଓଡ଼ିଶା ଓମେନ୍ ଇନ୍ ମିଡିଆର ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026
Latest News

ରାଜ୍ୟସଭା ନିର୍ବାଚନ: RJD ପାଇଁ ବଢିଲା ସମସ୍ୟା, ତିନି କଂଗ୍ରେସ ବିଧାୟକ ଗାଏବ

March 16, 2026

ବିହାରରେ କ୍ରସ୍ ଭୋଟିଂ କରିବେ ଚାରି ଏନଡିଏ ବିଧାୟକ?: ହଇଚଇ ସୃଷ୍ଟି କଲା ରାଜନୈତିକ ଦାବି 

March 16, 2026

ରାଜ୍ୟସଭା ନିର୍ବାଚନ: ଓଡ଼ିଶା, ବିହାର ଏବଂ ହରିୟାଣାରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା, ଜାଣନ୍ତୁ ସଂଖ୍ୟା ଖେଳ

March 16, 2026

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ, ବିଧାନସଭାରେ ବିଧାୟକମାନେ ଦେଉଛନ୍ତି ଭୋଟ

March 16, 2026

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.