ଓଡ଼ିଶା ପର୍ଯ୍ୟଟନକୁ ‘ଟୁରିଜମ୍‌ ଲିଡର୍‌ସିପ୍‌ ଆଓ୍ଵାର୍ଡ’

Published: Feb 19, 2019, 7:29 pm IST

ମୁମ୍ବାଇଠାରେ ଅନୁଷ୍ଠିତ ଗ୍ଲୋବାଲ୍‌ ଏମ୍‌ଆଇସିଇ ଆଣ୍ଡ୍‌ ଲକ୍‌ଜୁରି ଟ୍ରଭେଲ୍‌ କଂଗ୍ରେସ୍‌ ଆଣ୍ଡ୍‌ ଆଓ୍ଵାର୍ଡସ୍‌ ଉତ୍ସବରେ ଓଡ଼ିଶା ପର୍ଯ୍ୟଟନକୁ ଟୁରିଜମ୍‌ ଲିଡର୍‌ସିପ୍‌ ଆଓ୍ଵାର୍ଡପ୍ରଦାନ କରାଯାଇଛି । ଏହି ବିଶ୍ୱସ୍ତରୀୟ ଅନୁଷ୍ଠାନ ୨୯ଟି ଦେଶର ପ୍ରତିନିଧି ଗ୍ରହଣ କରିଥିଲେ ।  ଓଡ଼ିଶା ପର୍ଯ୍ୟଟନର ସହକାରୀ ନିର୍ଦ୍ଦେ ଶକ ସୁନୀଲ କୁମାର ପଟ୍ଟନାୟକ ଏହି ସମ୍ମାନ ଗ୍ରହଣ କରିଥିଲେ । ପୂର୍ବରୁ ଓଡ଼ିଶା ପର୍ଯ୍ୟଟନ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଏସ୍‌ଏଟିଟିଇ ୨୦୧୯ରେ ଟୁରିଜମ୍‌ ବ୍ରାଣ୍ଡ୍‌ ଅଫ୍‌ ଦ ଇୟର୍‌ସମ୍ମାନ ହାସଲ କରିଥିଲା ।

Related posts